ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆସା ଉଦଘାଟିତ
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରିଡିଂ ରୁମ ଏବଂ ଆଇକ୍ୟୁଏସି ସହଯୋଗରେ ସିମ୍ପୋନିୟମ ଆସା ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ଉଦଘାଟନ କରିବ। ସହିତ ଏହାର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ ।
ଏଭଳି କାର୍ଯ୍ୟକ୍ରମ ଦ୍ୱାରା!-->!-->!-->…