News
lipub
samparksetu
Browsing Tag

#dhenkanal #dhenkanalupdate

ଜଣେ ଶିକ୍ଷୟତ୍ରୀ ରେ ଚାଲିଛି ପ୍ରାଥମିକ ସ୍କୁଲ !

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଡ଼ିଆଳୀ ପଞ୍ଚାୟତ ର ରାଜସ୍ୱ ଗାଁ ଦଲକ । ଏହା ଜିଲ୍ଲା ମୁଖ୍ୟ।ଳୟ ଠାରୁ ମାତ୍ର ୧୭ କିମି ଦୂରରେ ଅବସ୍ଥିତ । ଏହି ଗାଁରେ ରହିଛି ୧୯୭୫ ରେ ପ୍ରତିଷ୍ଠିତ ସରକାରୀ ପ୍ରାଥମିକ ବିଦ୍ୟାଳୟ । ବର୍ତ୍ତମାନ ଏହି ବିଦ୍ୟାଳୟରେ ୨୫ ଜଣ ଛାତ୍ର ଓ ୨୬ ଜଣ ଛାତ୍ରୀ ଅଧ୍ୟୟନ

ଅନେକ ଯନ୍ତ୍ରଣା ପରେ

ଏତେ ଦିନ ପରେ ହସିବା ଶିଖିଲିସୁଖେ ଆଉ ଦୁଃଖ ବେଳେ,ଲୁହ ବୁଝେ ନାହିଁ ସ୍ଵାର୍ଥ ର ଦୁନିଆଦୁଃଖେ ନିଆଁ ଘିଅ ଢାଳେ । ଦୁଃଖ ଯେ ବାନ୍ଧିଛି ମୋସାଥେ ବନ୍ଧୁତାସମ୍ପର୍କ ତା'ର ଅମାପ,ସୁଖ ସାଥେ ଖାଲି ସ୍ଵପ୍ନ ରେ ଭେଟିଛିବାସ୍ତବେ ଦୁଃଖ ର ତାପ। କେବେ ଦେଖି ନାହିଁ ଦିନର ଆଲୁଅକଠୋରି ଝରକା

ବାଜି ରାଉତ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ; ମୁମ୍ବାଇ କେନକ୍ରେ ଏଫସି ବିଜୟୀ

ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରେ ସର୍ବଭାରତୀୟ ଫୁଟବଲ ସଂଘ ସହଯୋଗରେ ଆମେ ଓଦିଆ ଫାଉଣ୍ଡେସନ ଟଷ୍ଟ୍ର ଦ୍ଵରା ବାଜି ରାଉତ ଜାତୀୟ ଫଟୁବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ଢେଙ୍କାନାଳ ମିନି ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି। କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର

ଆବାସ ଯୋଜନା ସହିତ ଅନ୍ତୋଦୟ ଯୋଜନାରୁ ବଂଚିତ ଅସହାୟ ବିଧବା ବୃଦ୍ଧା !

ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚୟନ କରି ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ କରି କଚ୍ଚା ଘର କୁ ପକ୍କା ଘର କରିବାକୁ ପ୍ରଚାର ପ୍ରସାର କରୁଛନ୍ତି। ବିଡମ୍ବନା ର ବିଷୟ ଯେ ଏହି ଯୋଜନାକୁ ଏବେ ମଧ୍ୟ ଅନେକ ଅସହାୟ ପରିବାରଙ୍କ ପାଇଁ

ଭଦ୍ର ମୁଖା ତଳେ ଅଭଦ୍ରାମି କାମ

ସମ୍ଭାଳ ସମ୍ଭାଳ ନିଜକୁ ସମ୍ଭାଳ ହୁଅ କାହିଁ ଏତେ ଉଚ୍ଛୁଳ,ଯୌବନ ତୁମର ଉଜୁଡ଼ି ଯିବ ଲୋ ଏତେ ହୁଅ କାହିଁ ଅସମ୍ଭାଳ। ମୁଁହରେ ତୁମର ଭଦ୍ରାମିର ଚିତ୍ର ତୁଣ୍ଡରେ ପ୍ରଭୁଙ୍କ ନାମ,ଭଦ୍ର ମୁଖା

ଗଜରାଜ ଙ୍କ ସୁରକ୍ଷା ପାଇଁ କମିଟି ଗଠନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ରକଲା ମନ୍ଦିର ପ୍ରାଙ୍ଗଣରେ ମନ୍ଦିରର ଆଖପାଖ ଅଂଚଳର ଅନେକ ବ୍ୟକ୍ତି ଏକତ୍ରିତ ହୋଇ ଅଞ୍ଚଳରେ ହାତୀ ମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯିବ ସେନେଇ ବିଷଦ ଆଲୋଚନା ଓ ତର୍ଜମା ହୋଇଥିଲା । ଦିନକୁ ଦିନ ହାତୀ ମଣିଷ ଲଢେଇ ରେ କେତେବେଳେ ହାତୀ ର ଜୀବନ

ହାତୀ ଆକ୍ରମଣ ରେ ଯୁବକ ଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁ ରେ ହାତୀ ଆକ୍ରମଣ ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ମାଟିଆ ସାହିର ରାମଚନ୍ଦ୍ର ବେହେରା । ସୂଚନା ମୁତାବକ ରାମଚନ୍ଦ୍ର ଶୌଚ ପାଇଁ ଗାଁ ପାଖ ବ୍ରାହ୍ମଣୀ ନଦୀ କୁ ଯାଉଥିବା ବେଳେ,୩୨ଟିକିଆ ହାତୀ ପଲ ସହ ମୁହାଁ

ବାରହା ଆକ୍ରମଣରେ ମହିଳା ଗୁରୁତର ଆହତ !

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଧାଦେଈପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ଦିନ ଦ୍ୱିପ୍ରହର ରେ ବାରହା ଆକ୍ରମଣ ରେ ଅବସରପ୍ରାପ୍ତ ଶିକ୍ଷକ ରଙ୍ଗାଧର ସାହୁଙ୍କ ଧର୍ମପତ୍ନୀ ଦ୍ରୌପଦୀ ସାହୁ (୫୮) ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ , ସେ ଘର

ଅସ୍ତିତ୍ୱ ଖୋଜୁଛି ସାହିଦ ବାଜି ରାଉତଙ୍କ ଗାଁ ; ଭାଙ୍ଗିଗଲା ସ୍ମୃତିସ୍ତମ୍ଭ ,କୂଳ ଖାଉଛି ବ୍ରାହ୍ମଣୀ

ଭୁବନ ବ୍ଳକ୍ ମହୁଲପାଳ ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମ ସହିଦ ବାଜିରାଉତ ଙ୍କ ଗାଁ ଭାବରେ ପରିଚିତ । ବ୍ରାହ୍ମଣୀ ନଦୀତଟରେ ଗଢି ଉଠିଥିବା ଏହି ଗାଁର ଲୋକସଂଖ୍ୟା ଏବେ ୨ହଜାର ରୁ ଅଧିକ । ୧୯୩୮ ମସିହାରେ ଇଂରେଜ ଙ୍କ ଗୁଳିରେ ବାଜି ରାଉତ ଙ୍କ ସମେତ ୬ଜଣ ଏହି ଗାଁର ସହିଦ ହୋଇଥିଲେ । ଇତି ମଧ୍ୟରେ

ବୁଲି ଯିବା ବାଲି ଯାତରା

ପୁଣ୍ୟ କାର୍ତ୍ତିକର ଶେଷରେ ଆସିଛିକାର୍ତ୍ତିକ ପୁନେଇଁ ତିଥିଭରି ଦେଇ ପ୍ରତି ପ୍ରାଣରେ ପୁଲକଧର୍ମୀୟ ଭାବନା ପ୍ରୀତି ll ଏ ଜାତିର ଧର୍ମ ପ୍ରଥା ପରମ୍ପରାବୋଇତ ବନ୍ଦାଣ ପର୍ବଅତୀତର ସେହି ସାଧବ ପୁଅରନୌ- ଯାତ୍ରା ଆମ ଗର୍ବ ll ସେହି ସ୍ମୃତି ଧୀରେ ଉଜ୍ଜୀବିତ ହୁଏଗୌରବମୟ
error: Content is protected !!