News
lipub
samparksetu
Browsing Tag

#dhenkanal #dhenkanalupdate

ବିପଦ ସଙ୍କୁଳ ଅବସ୍ଥାରେ ଦୁଇଟି ବିଦ୍ୟୁତ ସବଷ୍ଟେସନ

ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକର ଦୁଇଟି ସବଷ୍ଟେସନ ଅବ୍ୟବସ୍ଥା ରେ ରହିଛି I ଜାତିୟରାଜପଥ ୫୩ କଡରେ ଥିବା ଦୟାଣାବିଲି ସବ ଷ୍ଟେସନର ଘରଛାତରୁ ପାଣି ପଡ଼ିବା ସହ କାନ୍ଥ ଫାଠିକି ଆଁ କଲାଣି । ପାଚେରି ନଥିବାକାରଣରୁ ବିପଦରେ ଗୃହପାଳିତ ପଶୁ ପକ୍ଷୀ ଓ ପାଖରେ ବିଦ୍ୟାଳୟ ଥିବାରୁ ବିଦ୍ୟାଳୟର ଛାତ୍ର

ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି !

କାମାକ୍ଷାନଗର ଥାନା ବୁଢ଼ୀପଦଉନି ସାହିର ବିକାଶ କୁମାର ସରକାର ଙ୍କ ଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ l ସୂଚନା ଅନୁଯାୟୀ , ବିକାଶ କୁମାର ସରକାର ନିଜ ଦେହ ଖରାପ ଥିବାରୁ ଗତ ଦଶ ଦିନ ହେବ ଭୁବନେଶ୍ୱର ରେ ରହି ଚିକିତ୍ସାତ ହେଉଥିଲେ l ଏହାର

କାମାକ୍ଷାନଗର ରେ ସଚେତନତା ରଥ ପରିକ୍ରମା

କାମାକ୍ଷାନଗର ସିଡିପିଓ ଅଫିସ ପରିସରରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲ୍ୟ ବିବାହ ଓ ମହିଳା ଙ୍କ ଉପରେ ହେଉଥିବା ନିର୍ଯାତନା ଉପରେ ବ୍ଲକ ର ବିଭିନ୍ନ ଗ୍ରାମ ରେ ସଚେତନ କରିବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ମୁଖ୍ୟ

ସବୁଠୁ ସୁନ୍ଦର

ଆକାଶ କେତେ ସୁନ୍ଦର ଦିଶେତା ଦେହେ ଯେବେ ତାରା ଟି ହସେ... ଟିକିଟିକି ହେଇ ସେ ପୁଟନ୍ତି..ମିଟିମିଟି କରି ଚାହଁ ଥାଆନ୍ତି! ଆକାଶେ ହେବେ ଜହ୍ନ ଉଏଁରେ କଇଁ ଭଲପାଏ ତାକୁ କେତେରେ!ଜହ୍ନକୁସମସ୍ତେ ଡାକନ୍ତି ମାମୁଁସଭିଏଁ ଚିହଁନ୍ତି ପିଲାଟି ଦିନୁ!

ଜୟ ଜଗନ୍ନାଥ

ଯେତେ ଦୁଃଖ ଦିଅ ତୁହିରେ "କାଳିଆ" ରହିଥିବି ତୋର ସଙ୍ଗେଭାବର ଠାକୁର ମୋ ପାଇଁ ପଥର ସୁନା ସଂସାର ମୋ ଭାଙ୍ଗେ।(୧)ଯେଉଁ ଦିନ ତୋତେ ଦେଖିଲି

ଭଙ୍ଗା ପୋଲ ଉପରେ ରାସ୍ତା ପଲଟିଛି ବିଦ୍ୟୁତ୍ ଖୁଣ୍ଟ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ଗ୍ରାମରେ ପୋଲ ଭାଙ୍ଗିଯିବାରୁ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି ଗ୍ରାମବାସୀ I ଡମଶାଳ ନଦୀର କୁ ଯିବାଆସିବା,ଚାଷ ପାଇଁ ବିଲ କୁ ଯିବାଆସିବା ଏବଂ ପାର୍ଶ୍ଵରେ ଏକ ମନ୍ଦିର ଥିବାରୁ ଏହି ପୋଲ ଉପରେ ଦୈନିକ ଗ୍ରାମବାସୀ ଛୋଟରୁ ବୁଢ଼ା

ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଜଣେ ଗୁରୁତର !

ଆଜି ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ଗୁଡିଆକାଟେଣି -ହିନ୍ଦୋଳ ରାସ୍ତାର ହାଣ୍ଡିଫୁଟା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ଜଣେ ମୃତ୍ୟୁ ବରଣ କରିଥିବା ବେଳେ, ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନା ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା

ରାଧାକୁଞ୍ଜ ସାହିରେ ରାସ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଜିରିଡାମାଳି ଗ୍ରାମ ର ରାଧାକୁଞ୍ଜ ସାହି ରେ ଦୀର୍ଘ ୩୫ ବର୍ଷ ହେବ ରାସ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଆସୁଅଛି। ବିଗତ ୨ ବର୍ଷ ହେଲା କରୋନା ପାଇଁ ନିରାଡମ୍ୱର୍ ଭାବେ ବିଧି ପାଳନ ମୁତାବକ ପୂଜା କରାଯାଉଥିଲା। କରୋନା କଟକଣା ହଟି ଯିବାରୁ ଚଳିତ ବର୍ଷ ଧୁମ୍

ଭାରତୀୟ ମଜଦୂର ସଂଘର ବୈଠକ

ଆଜି ଢେଙ୍କାନାଳ ଜିଲ୍ଲା ର ଭାରତୀୟ ମଜଦୂର ସଂଘର ଅଲ୍ ଓଡିଶା ମହିଳା ଅଙ୍ଗନୱାଡ଼ି ୱାର୍କର ଆସୋସିଏସନ୍ ର ବୈଠକ ଢେଙ୍କାନାଳ ସ୍ଥିତ ବଳରାମ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଓଡ଼ିଶା ମହିଳା ଆସୋସିଏସନ୍ ର ସଭାପତି ସୁମିତ୍ରା ମହାପାତ୍ର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା

ରାସ୍ତା ମଝିରେ ଜଳିଗଲା ଟ୍ରକ !

ଆଜି ସକାଳ ଘ୯,୩୦ ମି ସମୟରେ ୫୫ ନଂ ଜାତୀୟ ରାଜପଥ ଵଣିଆପଡା ରାସ୍ତାରେ ଏକ OD06 A 3086 ନଂ ଟ୍ରକ ସଟ୍ ସର୍କିଟ ଯୋଗୁଁ ଜଳି ଯାଇଥିବା ଜଣାପଡିଛି । ଖବର ନେବାରେ ଜଣାଯାଏ କି ,ଗୁଡିଆକାଟେଣି ଆଡୁ ଢେଙ୍କାନାଳ ଆଡ଼କୁ ଯାଉଥିବା ଚିପ୍ସ ବୋଝେଇ ଟ୍ରକ ଟିରେ କୈାଣସି କାରଣରୁ ନିଆଁ ଲାଗି
error: Content is protected !!