News
lipub
samparksetu
Browsing Tag

#dhenkanal #dhenkanalupdate

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୮ ବିଷୟରେ ଖୋଲିଲା ପିଜି

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ଭାବରେ ୮ଟି ବିଭାଗରେ ପିଜି ଶ୍ରେଣୀ ଖୋଲିଥିବାର ଜଣାପଡିଛି । ଏହାକୁ ନେଇ ଉଚ୍ଚ ଶିକ୍ଷାବିଭାଗ ପତ୍ରସଂଖ୍ୟା ୪୫୨୭୪/୨୨ରେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିଛି । ଓଡିଆ,ଇଂରାଜୀ,ଅର୍ଥନିତୀ,ରସାୟନ ଶାସ୍ତ୍ର, ପଦାର୍ଥବିଜ୍ଞାନ, ଗଣିତ,

ହେତୁବାଦୀ ଙ୍କ ବିରୁଦ୍ଧରେ ଥାନାରେ ମାମଲା

ଢେଙ୍କାନାଳ ଜିଲ୍ଲା ସୌର ବ୍ରାହ୍ମଣ ସଙ୍ଘ ପକ୍ଷରୁ ହେତୁବାଦୀ ସଙ୍ଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଙ୍ଘ ତରଫରୁ ଏସପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।ସୂର୍ଯପରାଗ ଅବସରରେ ସନାତନ ଲୋକମାନେ ହିନ୍ଦୁଶାସ୍ତ୍ରୀୟ ଏବଂ ଜ୍ୟେତିର୍ବିଦ

ବିପଦ ସଙ୍କୁଳ ଅବସ୍ଥାରେ ଦୁଇଟି ବିଦ୍ୟୁତ ସବଷ୍ଟେସନ

ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକର ଦୁଇଟି ସବଷ୍ଟେସନ ଅବ୍ୟବସ୍ଥା ରେ ରହିଛି I ଜାତିୟରାଜପଥ ୫୩ କଡରେ ଥିବା ଦୟାଣାବିଲି ସବ ଷ୍ଟେସନର ଘରଛାତରୁ ପାଣି ପଡ଼ିବା ସହ କାନ୍ଥ ଫାଠିକି ଆଁ କଲାଣି । ପାଚେରି ନଥିବାକାରଣରୁ ବିପଦରେ ଗୃହପାଳିତ ପଶୁ ପକ୍ଷୀ ଓ ପାଖରେ ବିଦ୍ୟାଳୟ ଥିବାରୁ ବିଦ୍ୟାଳୟର ଛାତ୍ର

ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି !

କାମାକ୍ଷାନଗର ଥାନା ବୁଢ଼ୀପଦଉନି ସାହିର ବିକାଶ କୁମାର ସରକାର ଙ୍କ ଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ l ସୂଚନା ଅନୁଯାୟୀ , ବିକାଶ କୁମାର ସରକାର ନିଜ ଦେହ ଖରାପ ଥିବାରୁ ଗତ ଦଶ ଦିନ ହେବ ଭୁବନେଶ୍ୱର ରେ ରହି ଚିକିତ୍ସାତ ହେଉଥିଲେ l ଏହାର

କାମାକ୍ଷାନଗର ରେ ସଚେତନତା ରଥ ପରିକ୍ରମା

କାମାକ୍ଷାନଗର ସିଡିପିଓ ଅଫିସ ପରିସରରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲ୍ୟ ବିବାହ ଓ ମହିଳା ଙ୍କ ଉପରେ ହେଉଥିବା ନିର୍ଯାତନା ଉପରେ ବ୍ଲକ ର ବିଭିନ୍ନ ଗ୍ରାମ ରେ ସଚେତନ କରିବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ମୁଖ୍ୟ

ସବୁଠୁ ସୁନ୍ଦର

ଆକାଶ କେତେ ସୁନ୍ଦର ଦିଶେତା ଦେହେ ଯେବେ ତାରା ଟି ହସେ... ଟିକିଟିକି ହେଇ ସେ ପୁଟନ୍ତି..ମିଟିମିଟି କରି ଚାହଁ ଥାଆନ୍ତି! ଆକାଶେ ହେବେ ଜହ୍ନ ଉଏଁରେ କଇଁ ଭଲପାଏ ତାକୁ କେତେରେ!ଜହ୍ନକୁସମସ୍ତେ ଡାକନ୍ତି ମାମୁଁସଭିଏଁ ଚିହଁନ୍ତି ପିଲାଟି ଦିନୁ!

ଜୟ ଜଗନ୍ନାଥ

ଯେତେ ଦୁଃଖ ଦିଅ ତୁହିରେ "କାଳିଆ" ରହିଥିବି ତୋର ସଙ୍ଗେଭାବର ଠାକୁର ମୋ ପାଇଁ ପଥର ସୁନା ସଂସାର ମୋ ଭାଙ୍ଗେ।(୧)ଯେଉଁ ଦିନ ତୋତେ ଦେଖିଲି

ଭଙ୍ଗା ପୋଲ ଉପରେ ରାସ୍ତା ପଲଟିଛି ବିଦ୍ୟୁତ୍ ଖୁଣ୍ଟ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ଗ୍ରାମରେ ପୋଲ ଭାଙ୍ଗିଯିବାରୁ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି ଗ୍ରାମବାସୀ I ଡମଶାଳ ନଦୀର କୁ ଯିବାଆସିବା,ଚାଷ ପାଇଁ ବିଲ କୁ ଯିବାଆସିବା ଏବଂ ପାର୍ଶ୍ଵରେ ଏକ ମନ୍ଦିର ଥିବାରୁ ଏହି ପୋଲ ଉପରେ ଦୈନିକ ଗ୍ରାମବାସୀ ଛୋଟରୁ ବୁଢ଼ା

ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଜଣେ ଗୁରୁତର !

ଆଜି ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ଗୁଡିଆକାଟେଣି -ହିନ୍ଦୋଳ ରାସ୍ତାର ହାଣ୍ଡିଫୁଟା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ଜଣେ ମୃତ୍ୟୁ ବରଣ କରିଥିବା ବେଳେ, ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନା ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା

ରାଧାକୁଞ୍ଜ ସାହିରେ ରାସ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଜିରିଡାମାଳି ଗ୍ରାମ ର ରାଧାକୁଞ୍ଜ ସାହି ରେ ଦୀର୍ଘ ୩୫ ବର୍ଷ ହେବ ରାସ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଆସୁଅଛି। ବିଗତ ୨ ବର୍ଷ ହେଲା କରୋନା ପାଇଁ ନିରାଡମ୍ୱର୍ ଭାବେ ବିଧି ପାଳନ ମୁତାବକ ପୂଜା କରାଯାଉଥିଲା। କରୋନା କଟକଣା ହଟି ଯିବାରୁ ଚଳିତ ବର୍ଷ ଧୁମ୍
error: Content is protected !!