News
lipub
samparksetu
Browsing Tag

#dhenkanal #dhenkanalupdate

ଗୁପ୍ତ ସମ୍ପର୍କ

ବିଚିତ୍ରତା ପୂର୍ଣ୍ଣ ସାରା ମୁଲକ ତଭାବି ଘୁରି ବୁଲେ ମଥାବୋପା ଅଜା ଆମ ଚଉଦ ପୁରୁଷକାନେ ପଡିନାଇ କଥା ।ଉତ୍କଳ ପବିତ୍ର ମାଟିରେ ମ୍ଳେଛଙ୍କବଢ଼ିଲାଣି ଉତୁ ପାତଅଜବ ସମ୍ପର୍କ ବଢୁଛି ସମାଜେପାପୀ ହୋଇଲେଣି ଜାତ । ମାଉସୀ ଜଗୁଛି ପୁତୁରା ଆଶାରେଝିଅକୁ ଛାଡ଼ୁନି ବାପକଳା କଳଙ୍କର କାଳିମା

ଗୁରୁତର ଝିଙ୍କ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନସ୍ଥ ଭୁଷଳ ଶାନ୍ତି ଆଶ୍ରମ ନିକଟ କେନାଲରୁ ବନବିଭାଗ ଦ୍ବାରା ଏକ ଆହତ ଝିଙ୍କ ଉଦ୍ଧାର ହୋଇଛି। ଭାରତୀ ପାହାଡ଼ରେ ଥିବା ଶହ ଶହ ବନ୍ୟପ୍ରାଣୀ ଜଙ୍ଗଲ ଛାଡି ଜନ ବସତି ମୁହଁ। ହେଉଥିବାରୁ ସମୟ ସମୟରେ ଦୁର୍ଘଟଣା ର ଶିକାର ହେଉଛନ୍ତି l ତେବେ ଝିଙ୍କଟି

ଲକ୍ଷ୍ମୀପୂଜା ଭସାଣି ରେ ଗଣ୍ଡଗୋଳ, ଥାନାରେ ଅଭିଯୋଗ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଂଟାନାଳୀ ଗ୍ରାମରେ ଗଜଲକ୍ଷ୍ମୀ ଭସାଣ ଉତ୍ସବରେ ଗଣ୍ଡଗୋଳ ଏବଂ ମହିଳାଙ୍କୁ ମରନ୍ତାକ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି ।କଂଟାନାଳୀ ଗ୍ରାମର ଗନ୍ଧର୍ବ ଦେହୁରୀଙ୍କ ପତ୍ନୀ ତୁଳସୀ ଦେହୁରୀଙ୍କ ଅଭିଯୋଗ ଅନୁସାରେ ଭସାଣ ଉତ୍ସବରେ ତାଙ୍କ ସ୍ୱାମୀ ବନମାଳୀ

ଦି ଷ୍ଟୁଡେଣ୍ଟ ୟୁନିୟନ ପ୍ରତିଯୋଗିତାରେ ୨ ଶହ ବିଦ୍ୟାର୍ଥୀ

ଭୁବନ ବିଂଜ୍ଞାପିତ ଅଂଚଳ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଶ୍ରୀଅରବିନ୍ଦ ପୂର୍ଣ୍ଣି।ଙ୍ଗ ଶିକ୍ଷାକେନ୍ଦ୍ରରେ ଦି ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ଉତ୍ସାହୀ ଏବଂ ଆଗ୍ରହୀ

ସୁରକ୍ଷା କର୍ମଚାରୀଙ୍କୁ ମିଳୁନି ଦରମା; ଶୁଣିଲେନି ଜିଲ୍ଲା ଶ୍ରମ ଅଧିକାରୀ,ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ପେଟ ଚାଖଣ୍ଡକ ପାଇଁ ଗରିବ ନିରୀହ ଲୋକମାନେ କେଉଁଠି ସେକୁରିଟି ଗାର୍ଡ ତ କେଉଁଠି ଛୋଟ ମୋଟ କାମ କରୁଛନ୍ତି l କିନ୍ତୁ ସେମାନଙ୍କୁ କାମ ଦେଉଥିବା ଲୋକ କିମ୍ବା ସିକୁରିଟି ସଂସ୍ଥାର ମlଲିକମାନେ ଠିକ୍ ସମୟରେ ପାଉଣା ଦେଉନାହାନ୍ତି l ସେହିପରି ଭୁବନ ବ୍ଲକ ଦିଘୀ ଗ୍ରାମର ବାସୁଦେବ ରାଉତ ଗତ ୪ ମାସ

ସ୍ମୃତି ତୁମେ ପାଉଁଶ ତଳର ନିଆଁ

ତୁମ ସ୍ମୃତି ମୋର ଜୀବନର ସାଥୀସଦା ରହିଅଛି ପାଖେ,ଜୀବନରେ ଯେତେ ବାଧାବିଘ୍ନ ଆସୁତୁମେ ରହିଥିବ ସାଥେ ।ସ୍ମୃତି ଯେବେ ତୁମ ମନେ ପଡ଼ି ଯାଏନିଆଁ ତ ଲାଗଇ ମନେ,ସେ ନିଆଁ ର ଜ୍ଵାଳା ଶାନ୍ତ ପଡ଼ିଯାଏତୁମକୁ ଦେଖି ସପନେ । ପାଉଁଶ ତଳ ତାତିଲା ନିଆଁ ତମେଲିଭିବନି ମୋ ଜୀବନେ,ସଦା ରହିଥିବ

ଗଁଦିଆ ରୁ ସନ୍ଥସରା ରାସ୍ତା ପାଲଟିଛି ମରଣ ଯନ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ରୁ ସନ୍ଥପୁର ଭାୟା ସନ୍ଥସରା ଦେଇ ଯାଇଥିବା ଆରଡ଼ି ରାସ୍ତା ଟି ଏବେ ମରଣ ଯନ୍ତା ପାଲଟିଛି । ଅସରାଏ ବର୍ଷା ହେଲେ ରାସ୍ତାରେ ଗମନା ଗମନ ରେ ଅସୁବିଧା ହେବାରେ ଆଶଙ୍କା ରହିଛି । ଏହି ରାସ୍ତା ଟି ଉପରେ ୬ ଗୋଟି ପଞ୍ଚାୟତ ର ଜନସାଧାରଣ ଦୈନ୍ୟଦିନ ଗଁଦିଆ ବ୍ଲକ,

ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଙ୍କ କାର୍ କୁ ବୋମା ମାଡ଼ !

କାର୍ ଉପରକୁ ବୋମା ମାଡ଼। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଥିବା ସୂଚନା ମିଳିଛି।ତେବେ ବୋମାମାଡ଼ର କାରଣ ଏଯାଏ ଅସ୍ପଷ୍ଟ ରହିଛି

ଖେଳୁ ଥିବା ବେଳେ ପୋଖରୀ ରେ ବୁଡ଼ି ବାଳକ ମୃତ !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଠାରୁ ଶହେ ମିଟର ଦୂରରେ ଟିପିଲେଇ ହାଟ ପୋଖରୀ ରେ ପଡି ବାଳକର ମୃତ୍ୟୁ ଘଟିଛି । ଖବର ନେବାରେ ଜଣାଯାଇଛି ଯେ ରମାକାନ୍ତ ନାୟକ ଙ୍କ ୨ ପୁଅ ମଧ୍ୟରୁ ସାନ ପୁଅ ଋଷିକେଶ (୬) ଗତକ।ଲି ଦିନ ଚାରି ଟା ବେଳେ ଘରୁ ବଡ଼ ଭାଇ ସାଥିରେ ଖେଳିବାକୁ

ନଦୀ କୂଳରେ ଥିବା କୁଦ ଜମିକୁ ନେଇ ବିବାଦ ,ତହସିଲଦାର ଙ୍କର ଦ୍ୱାରସ୍ତ ହେଲେ ଗ୍ରାମବାସୀ

ଗଁଦିଆ ତହସିଲ ଅନ୍ତର୍ଗତ ପିଙ୍ଗୁଆ ରାଜସ୍ୱ କାର୍ଯ୍ୟଳୟ ଅଧିନ ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ ର ବ୍ରାହ୍ମଣବାଟି ଗ୍ରାମରେ ବ୍ରାହ୍ମଣୀ ନଦୀ କୂଳରେ ଥିବା କୁଦଜମିକୁ ନେଇ ଉକ୍ତ ଗ୍ରାମ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ l ଯାହାର ଫଳସ୍ୱରପ ଆଜି ଉକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ତହସିଲ
error: Content is protected !!