କଙ୍କଡ଼ାହାଡ଼ ବି.ଡି.ଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଙ୍କଡ଼ାହାଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ ୪/୦୯/୨୦୨୨ ରେ କଙ୍କଡ଼ାହାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ବଗ୍ରହଣ କରିଥିଲେ ,ଓଡ଼ିଶା ପ୍ରଶାସନିକ ସେବାରେ ତାଙ୍କର ପଦୋନ୍ନତି ହେବାରୁ ଆଜି କାମାକ୍ଷାନଗର ଗୋଷ୍ଠୀ ଉନ୍ନୟନ!-->…