ଖେଳୁ ଥିବା ବେଳେ ପୋଖରୀ ରେ ବୁଡ଼ି ବାଳକ ମୃତ !
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଠାରୁ ଶହେ ମିଟର ଦୂରରେ ଟିପିଲେଇ ହାଟ ପୋଖରୀ ରେ ପଡି ବାଳକର ମୃତ୍ୟୁ ଘଟିଛି । ଖବର ନେବାରେ ଜଣାଯାଇଛି ଯେ ରମାକାନ୍ତ ନାୟକ ଙ୍କ ୨ ପୁଅ ମଧ୍ୟରୁ ସାନ ପୁଅ ଋଷିକେଶ (୬) ଗତକ।ଲି ଦିନ ଚାରି ଟା ବେଳେ ଘରୁ ବଡ଼ ଭାଇ ସାଥିରେ ଖେଳିବାକୁ!-->…