News
lipub
samparksetu
Browsing Tag

#dhenkanal #dhenkanalupdate

୩ଦିନ ପରେ ନିଖୋଜ ନିର୍ମଳଙ୍କ ଗଳିତ ଶବ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁ୍ର ଗ୍ରାମର ନିଖୋଜ ନିର୍ମଳ ସାହୁ (୫୭)ଙ୍କ ଗଳିତ ମୃତଦେହ କୁ ଆଜି ଗଁଦିଆ ଅଗ୍ନିଶମ ବାହିନୀ ଓ ଢେଙ୍କାନାଳ ଓଡ୍ରାଫ ଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କରିଛନ୍ତି । ଗାଧୋଇ ଯାଇ ନିଖୋଜ ହେବା ସଂଦେହ କରି ପରିବାର ଲୋକେ ପ୍ରଥମେ ଗଁଦିଆ

ବସ ଟ୍ରକ ମୁହାଁ ମୁହିଁ ଧକ୍କା ; ୨ ଗୁରୁତର ଆହତ

ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ଦୁଦୁରୁକୋଟ ରାମଚଣ୍ଡୀ ଛକ ଠାରେ ଆଜି ସକାଳ ୭ .୧୦ ମିନିଟ ସମୟରେ କଳାଠାକୁର ନାମକ ଯାତ୍ରୀ ବାହି ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୨ଜଣ ଗୁରୁତର ଆହତ ହୋଇଥିବାର ଜଣା ପଡିଛି । ବସରେ ପ୍ରାୟ ୭ ରୁ ୮ ଜଣ ଥିବା

ଦନ୍ତା ଆକ୍ରମଣରେ ଚାଲିଗଲା ସ୍ଵାମୀ ର ଜୀଵନ , ସ୍ତ୍ରୀ ଗୁରୁତର

ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସିନାଳୀ ଗ୍ରାମରେ ହାତୀ ଆତଙ୍କ । ହାତୀ ଆକ୍ରମଣର ଶିକାର ହେଲେ ଦମ୍ପତି, ଆକ୍ରମଣ ରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତ୍ତର । ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ ରେଞ୍ଜ ଦଦରାଘାଟି ସେକ୍ସନ ଚାନ୍ଦପୁର ଗାଁର କାଉଁସନାଳି ସାହିରେ ଏଭଳି

ହାତୀ ଙ୍କ ଉପଦ୍ରଵ କୁ ନେଇ ଚିନ୍ତାରେ ଚାଷୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ମାଧମୁଣ୍ଡା ଗ୍ରାମ ଓ ରୋଡଙ୍ଗ ଗ୍ରାମ ର ପଡିଆ ସାହି ଚାଷୀ ମାନଙ୍କ ଧାନ ବିଲରେ ହାତୀ ପଲ ପଶି ଆତଙ୍କ ରାଜ ଚଳାଇଛନ୍ତି । ଚାଷୀ ମାନଙ୍କ ୫ ଏ କର ଜମି କୁ ନଷ୍ଟ କରିଥିବା ସୂଚନା ରହିଛି। ପ୍ରକାଶ ଥାଉକି ,ମାଧମୁଣ୍ଡା ଓ ରୋଡଙ୍ଗ

ଡଉଁରିରେ ନାଳରେ ଭାସିଯାଇ ବ୍ୟକ୍ତି ନିଖୋଜ

ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁରୁ ଗ୍ରାମ ର ଜଣେ ବ୍ୟକ୍ତି ନିକଟସ୍ଥ ଡଉଁରିରେ ନାଳରେ ଭାସିଯାଇ ନିଖୋଜ ଥିବା ସନ୍ଦେହ କରି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ହେଲେ ସଂଧ୍ୟା ସୁଦ୍ଧା କୈାଣସି ଖୋଜଖବର

କଲେଜରେ ବୁଲିଲା ଖଣ୍ଡା ,ଜଣେ ଗିରଫ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଆଞ୍ଚଳିକ ମହାବିଦ୍ୟାଳୟରେ ବୁଲିଲା ଖଣ୍ଡା । ଶୁକ୍ରବାର କଲେଜରେ ପାଠ ପଢା ଚାଲୁଥିବାବେଳେ ଅଚାନକ ଜଣେ ଯୁବକ କଲେଜ ଭିତରେ ପ୍ରବେଶ କରି ଖଣ୍ଡା ଧରି ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଭୟଭୀତ କରାଇଥିଲା । ବିଭିନ୍ନ ଖରାପ ଭାଷା ପ୍ରୟୋଗ କରି

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡପଳାଶୁଣି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଅନୁଷ୍ଠାନର ସଭାପତି ଦୁର୍ଯ୍ୟୋଧନ ବେହେରାଙ୍କ ସଭାପତିତ୍ବରେ ଏକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ରୀତା ସାହୁଙ୍କ ନେତୃତ୍ୱରେ ହୋଇ

ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଚକ୍ଷୁ ପରୀକ୍ଷଣ ଶିବିର

ଢେଙ୍କାନାଳ ରଞ୍ଜା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଢେଙ୍କାନାଳ ସାଇଶ୍ରୀ ଚକ୍ଷୁ ଚିକିତ୍ସାଳୟ ଆନୁକୁଲ୍ୟରେ ଏକ ପରୀକ୍ଷଣ ଶିବିର ତା 24/09/2022 ରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷଣ ଶିବିର କୁ ବିଦ୍ୟାଳୟ ଡିରେକ୍ଟର ଶ୍ରୀଯୁକ୍ତ ସରୋଜକାନ୍ତ ଦାଶ ଉଦଘାଟନ

ଯୁବକଙ୍କ ଝୁଲନ୍ତା ମୃତ୍ୟୁଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଖବରରୁ ପ୍ରକାଶ ଜେ ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ କାରନ୍ଦା ରଗୁଡି ସାହିର ଭୋଳେଶ୍ବର ସାହୁଙ୍କର ପୁତ୍ର ତ୍ରିଲୋଚନ ସାହୁ ଗତ ୨୩/୯/୨୨ରିଖ

ମାଆ ଆସୁଛନ୍ତି ସରଗୁ ଓହ୍ଲାଇ

ବରଷାର ଅନ୍ତେ ଆସିଛି ଶରତଚପଳା ପ୍ରକୃତି ସାଥେଚାମର ହଲେଇ ହସେ କାଶତଣ୍ଡୀଶୁଭ୍ର ଧବଳ ପଥେ ll ଆସିବ ଆସିବ ପାରବଣ ଋତୁଧରା ହେବ ଚମତ୍କାରଘୁଞ୍ଚିଯିବ କ୍ଳେଶ ଭରିଯିବ ହସପ୍ରାଣେ ପ୍ରାଣେ ପୁଲକର ll ମାଆ ଆସୁଛନ୍ତି ସରଗୁ ଓହ୍ଲାଇଦିବ୍ୟ ସାଜସଜା ନେଇଦରଶନ କରି ମାନବ ପରାଣଶାନ୍ତ ହେବ ଦୁଃଖ
error: Content is protected !!