ଗ୍ରାମ୍ୟ ରାସ୍ତାକୁ ତାଡିବା ପରେ ସ୍ଥାୟୀ ରାସ୍ତା ର ଦାବି ନେଇ ଗଁଦିଆ ତହସିଲ ସମ୍ମୁଖରେ ଧାରଣାରେ ବସିଲେ ପର୍ବତକଣୀ…
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଓ ଗଁଦିଆ ତହସିଲ ଅନ୍ତର୍ଗତ ଦିଗାମ୍ବର ପୁର ଗ୍ରାମ ପଞ୍ଚାୟତ ର ଗହମଖଳା ଠାରୁ ପର୍ବତକଣୀ ଗ୍ରାମକୁ ଦୀର୍ଘ ଦିନରୁ ସଂଯୋଗ କରୁଥିବା ରାସ୍ତାକୁ କିଛି ଖଳ ପ୍ରକୃତିର ଲୋକ ରାଜନୈତିକ ଆକ୍ରୋସରେ ସେହି ରାସ୍ତାଟିକୁ ମେସିନ ଦ୍ବାରା ତାଡ଼ି ଦେଇଥିଲେ।
ତାଡିଦେବା!-->!-->!-->…