ରାଜନୈତିକ ପଶାପାଲିରେ ପଣବନ୍ଦୀ ପର୍ବତକଣି ,ଭୋଟ ନ ଦେବାରୁ କାଟି ଦେଲେ ଗ୍ରାମର ମୁଖ୍ୟ ରାସ୍ତା
ପାହାଡ଼ ପରି ଗଦା ଗଦା ସମସ୍ୟାରେ ସନ୍ତୁଳି ହେଉଛନ୍ତି ଗ୍ରାମବାସୀ। ଏପରି ସ୍ଥଳେ ଗତ ପଂଚାୟତ ନିର୍ବାଚନରେ ଭୋଟ ନଦେଇଥିବାରୁ ଗାଁକୁ ଯାଇଥିବା ମୁଖ୍ୟ ରାସ୍ତାକୁ ଜେସିବି ଲଗାଇ କାଟିଦେଇଛନ୍ତି ପରାଜିତ ପ୍ରାର୍ଥୀଙ୍କ ସମର୍ଥକ । ଗାଁ କୁ ଯୋଗାଯୋଗ ବିଛିନ୍ନ ଥିବାବେଳେ ଗତ କିଛିଦିନ ହେଲା!-->…