ହିନ୍ଦୋଳ ଏନଏସି ରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ଟାଉନ ହଲରେ ଆଜି ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ଏନ ଏ ସି ଅଧ୍ୟକ୍ଷ ଟିମା ବେହେରା, କାଉନସିଲର ପ୍ରଦ୍ୟୁମ୍ନ ବେହେରା, କାଉନସିଲର ତପନ ପରିଡ଼ା, ଏନ ଏ ସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିଭାସ ଓ ଏନ ଏ ସି କର୍ମଚାରୀଙ୍କ!-->…