ସାପ କାମୁଡାରେ ୨ ଯୁବକ ଗୁରୁତର
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ପଂଚାୟତ ର ପଳାଶ ପିଠିଆଗୋଡ଼ା ଗ୍ରାମର କେଶବ ଦେହୁରୀଙ୍କ ପୁଅ ପାଣ୍ଡବ ଦେହୁରୀ(୪୦) ବିଲରେ ସାର ପକାଉଥିବା ସମୟରେ ସାପ କାମୁଡ଼ି ଦେଇଥିବା ସେ ଆଶଙ୍କା କରୁଛନ୍ତି l
ସେ ଚାଲି ଚାଲି ଫେରୁଥିବା ବେଳେ ରାସ୍ତାରେ ଅଚେତ ହୋଇ ପଡି ଯାଇଥିଲେ!-->!-->!-->…