କାର୍ଯ୍ୟରେ ଆସୁନାହିଁ ଶୌଚାଳୟ
ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାସ ଠାରେ ବାବା ଚନ୍ଦ୍ରଶେଖରପୂଜା ପାଉଛନ୍ତି । ଏଠାକୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ନିମନ୍ତେ ପାହାଚ ରାସ୍ତାରେ ପୂଜା ପାଉଥିବା ବୃଷବଙ୍କ ଠାରେ ୨୦୧୯ ମସିହାରେ ଏକ ଶୌଚାଳୟ ଦେବୋତ୍ତର ବିଭାଗ ଅନୁଦାନ ରାଶିରେ ପଞ୍ଚାୟତିରାଜ ଓ ପାନୀୟଜଳ!-->…