News
lipub
samparksetu
Browsing Tag

#dhenkanal #dhenkanalupdate

କୁଲେଇ-ଜକା ଶୋଚନୀୟ ହୋଇଛି ପୂର୍ତ୍ତ ବିଭାଗ ରାସ୍ତା ; ମରାମତି ନହେଲେ ଆନ୍ଦୋଳନର ଚେତାବନୀ

ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ରାସ୍ତା ଉପରେ ନିର୍ଭର କରିଥାନ୍ତି ପରଜଙ୍ଗ ବ୍ଲକର ମାଣକିମରା,ବସୁଲେଇ,ଗେଙ୍ଗୁଟିଆ ପଞ୍ଚାୟତର ପ୍ରାୟ ୨୦ ହଜାର ରୁ ଅଧିକ ଗ୍ରାମବାସୀ । ସୂଚନା ମୁତାବକ ଜାତୀୟ ରାଜପଥ ନଂ ୧୪୯ ଠାରୁ ସମଲ ପର୍ଯ୍ୟନ୍ତ କେନାଲ ରାସ୍ତା ଉପରେ ନିର୍ଭର କରିଥାନ୍ତି ଏହି ତିନୋଟି

ବର୍ଷାଜଳ ସଂରକ୍ଷଣ ଓ ସଚେତନତା ଆଲୋଚନା ଚକ୍ର

ଯୋରନ୍ଦା ଉଚ୍ଚ ବିଦ୍ୟାଳୟର ଏନସିସି ବିଭାଗ ତରଫରୁ ବର୍ଷା ଜଳ ସଂରକ୍ଷଣ ଓ ସଚେତନତା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ତନୁଶ୍ରୀ ମିଶ୍ର ମୋହଦୟା ସଭାପତିତ୍ୱ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ନିଜେ ବର୍ଷା ଜଳର

ଗେଣ୍ଡାଳି‌ଆ ଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଷଡ଼ଙ୍ଗୀ

ବିଦେଶୀ ପକ୍ଷୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଢେଙ୍କାନାଳ ସହରରୁ ୪୦ କିମି ଦୂରରେ ଅବସ୍ଥିତ ଗଁଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ । ଗାଁ କୁ ଆସୁଥିବା ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀଙ୍କ ଆଗମନ ହେଲେ ଏଠାକାର ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୁଏ। ମୌସୁମୀ ‌ଆସିଲେ ଦଳ ଦଳ

ମୁଖ୍ୟ ଶାସନ ସଚିବଙ୍କୁ ଅଭିଯୋଗ ପରେ ବି ମିଳିଲାନି ଭତ୍ତା ,ବିଡିଓ କହୁଛନ୍ତି ଆଉଥରେ ଆବେଦନ କର !

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କତ୍ତମ ପଞ୍ଚାୟତର ଜଣେ ଗରିବ ଲୋକ ଭତ୍ତା ପାଇଁ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ଭତ୍ତା ମିଳିଲା ନାହିଁ । ବିଡିଓଙ୍କୁ ନିବେଦନ କଲେ ଆଉଥରେ ଦରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋତ୍ତମ ପଞ୍ଚାୟତ ଖଇରା ସାହିର

ବର୍ଷା

ମୁଁ ଜାଣିନି...ତୁମେ ଶ୍ରାବଣ ର କୋହଭରା ଅଶ୍ରୁନା ଛାତିଫଟା ଆନନ୍ଦ ର ଲୁହବାସ୍ ଏତିକି ଜାଣିଛି...ଅପେକ୍ଷା ର ଅନ୍ତ ନିମନ୍ତେଚାଲିଆସ ଅମୃତ ରୂପରେ ...ତ କେବେ ମୁର୍ଦାର ଗ୍ରୀଷ୍ମ ର ବାସ୍ନାରେ ... ରିମ୍ ଝିମ୍ ରିମ୍ ଝିମ୍ ହୋଇଝରି ପଡ଼ ବୋଲି ସଭିଁଏ କୁହନ୍ତି ତୁମକୁ ବର୍ଷାକିନ୍ତୁ ମୁଁ

ହିନ୍ଦୋଳରେ ଉଜ୍ବଳ ଭାରତ ଉଜ୍ବଳ ଭବିଷ୍ୟତ ସଚେତନତା ଶିବିର ଅନୁଷ୍ଠିତ

ଭାରତ ସରକାରଙ୍କ ପକ୍ଷରୁ ବିଦ୍ୟୁତ ଶକ୍ତି ସଂରକ୍ଷଣ ପାଇଁ ୨୫ ଜୁଲାଇରୁ ଚାରିଦିନ ପାଇଁ ସାରାଦେଶରେ ପାଳନ କରାଯାଇଛି ଉଜ୍ବଳଭାରତ ଉଜ୍ବଳ ଭବିଷ୍ୟତ ।ସେହି ପରିପ୍ରେକ୍ଷିରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସ୍ୱଭାଗୃହରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଶ୍ରୀ ସରୋଜ କୁମାର ସେଠୀଙ୍କ

ହାତୀ ଆକ୍ରମଣରେ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲାର ବନାଞ୍ଚଳରେ ହାତୀ ଉପଦ୍ରବ ଓ ହାତୀ ଆକ୍ରମଣରେ ମୃତାହତ ଥମିବାର ନାମ ଧରୁନାହିଁ।ଢେଙ୍କାନାଳ ବନବିଭାଗ ସବୁ କ୍ଷେତ୍ରରେ ଫେଲ ମାରିଥିବା ଏଥିରୁ ଜଣାପଡୁଛି। ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳର ବାଉଁଶପୋଖରୀ ପଂଚାୟତ ଅନ୍ତର୍ଗତ ବରଡାପାଳ ଗ୍ରାମର

ବିବର୍ତ୍ତନ କ୍ରାନ୍ତି

ଶୁଭିବ ଗର୍ଜନ ଚନ୍ଦ୍ରଭାଗା କୂଳେଓଡ଼ିଶା ପଡ଼ିବ ଥରିହେବ ପୁନର୍ବାର ସତ୍ୟର ବିଜୟଫେରିବ ଅଯୋଧ୍ୟା ପୁରୀଆସ ଧର୍ମପଦ ଫେରିକର ପ୍ରାରମ୍ଭ ଏ ବିବର୍ତ୍ତନ କ୍ରାନ୍ତିଶାନ୍ତି ଯାଉ ପୁଣି ଭରି ଖୋରଧା ମାଟିରୁ ପୁଣି ଶୁଭିବତାନ୍ତ୍ରିକର ମନ୍ତ୍ର ଡାକନିଆଁଖୁଣ୍ଟା ନିଆଁ ପୁଣି ଜଳିବଉଠ ଉଠ ହେ ପାଇକକାଟି

କେନାଲରୁ ଚାଷଜମିକୁ ପାଣି ନଯିବାରୁ ଚାଷୀଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଚେତାବନି

କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଥିଲା । କଙ୍କଡାହାଡ଼ ଗ୍ରାମର ଜଣେ ଚାଷୀ ସୁଦର୍ଶନ ପଣ୍ଡା(୪୫)ନିଜ ଚାଷ ଜମିକୁ କେନାଲରୁ ପାଣି ନଯିବାରୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କେହି ନଶୁଣିବାରୁ ଆତ୍ମହୁତି କରିବାକୁ ଚେତାବନୀ ଦେଇଥିଲେ ।ବ୍ଲକ ପ୍ରଶାସନ

ମେଡ଼ିକାଲ୍ ରେ ସନ୍ଧ୍ୟା

ଭବିଷ୍ୟ କୁ ଆଖିରେ ରଖିଖୋଲା ପଲକ ରେ ଦେଖିଥିବା ସ୍ବପ୍ନ ସବୁଉଡ଼ି ଯାଆନ୍ତି ମେଡ଼ିସିନ୍ ଗନ୍ଧ ରେ...ଇଞ୍ଜେକ୍ସନ ବୋତଲ ଭଙ୍ଗା ହେବାର ଶବ୍ଦ ଶୁଣୁଶୁଣୁହୃଦୟ ଭାଙ୍ଗି ଛଅ ଫାଳ ହୁଏ ବିନା ଶବ୍ଦ ରେ... କେହି ସିନା ବୁଝନ୍ତି ନି ସିରିଞ୍ଜ ଫୋଡା ହେବା ର ବାଧା ଟା..!ସେ ମା ଆଖି ର ଲୁହ , ବାପ
error: Content is protected !!