News
lipub
samparksetu
Browsing Tag

#dhenkanal #dhenkanalupdate

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ ଗଇଲ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଇଲ ଗ୍ରାମର ଭାରତ ଚନ୍ଦ୍ର ସାହୁଙ୍କ ଘର ପଛ ପାଖରେ ପଡିଶା ଘର ଲୋକ ବିଦ୍ୟୁତ୍ ତାର ଫସଲ କୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଟାଣିଥିଲେ। ସେହି ଗ୍ରାମର ଭରତ ସାହୁଙ୍କ ସ୍ତ୍ରୀ

ଦିନରେ ମାଙ୍କଡ଼ ର ଉତ୍ପାତ ଆଉ ରାତିରେ ହାତୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଂଜପଡା ପଂଚାୟତ ରକଲା ଗ୍ରାମରେ ଦିନବେଳେ ହନୁମାଙ୍କଡ଼ ଓ ରାତିରେ ହାତୀର ଉତ୍ପାତ ଲାଗିରହିଛି । ଏତେ ମାତ୍ରାରେ ହାତୀର ଆତଙ୍କ ଯେ ରାତିହେଲେ ଲୋକେ ଭୟରେ ରହୁଛନ୍ତି । କିଛିଦିନ ପୂର୍ବରୁ ୧୪ବର୍ଷର ବାଳକକୁ ହାତୀ ମାରି ଦେଇଥିଲା, ରାତି ଗାଁ ଲୋକମାନେ

ପ୍ରାତଃ ସ୍ମରଣୀୟ

ପ୍ରତି ଓଡ଼ିଆର ପ୍ରାତଃ ସ୍ମରଣୀୟପ୍ରଭୁ ଜଗନ୍ନାଥ ତୁମେତୁମରି ନାମରେ ଆସଇ ପ୍ରଭାତପୁଣ୍ୟ ଏ ଜଗତ ଧାମେ ll କୋଟିଏ ପ୍ରାଣର ଗୋଟିଏ ଠାକୁରତୁମ ବିନା ନାହିଁ ଗତିସାରଜିଛ ତୁମେ ପାଳୁଛ ବି ତୁମେତୁମେ ହିଁ ଜଗତ ପତି ll ତୁମେ ଦେଖାଇଛ ପ୍ରୀତିର ପୁଲ୍ଲକସୁମଧୁର ସମ୍ମୋହନଦେଇଛ ବି ତୁମେ ଅମୃତ

ରାସ୍ତା ମରାମତି ଦାବିରେ ଗଛ ଲଗାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଅଟକ ରଖିଲେ ବାଘମୁଣ୍ଡା ଗ୍ରାମବାସୀ

ରାସ୍ତା ମରାମତି ଲୋକମାନେ ନିଜେ କରୁଛନ୍ତି , ପ୍ରଶାସନ କୁ ଯେତେ ଗୁହାରୀ କଲେ ବି କୌଣସି ସୁଫଳ ମିଳୁନାହିଁ ପୁଣି ସେହି ରାସ୍ତାରେ ବନ ବିଭାଗର ଟ୍ରାକ୍ଟର ଯାଇ ରାସ୍ତାକୁ କରୁଛି ଖରାପ । ଯାହାକୁ ନେଇ ଆଜି ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କୁଟୁରିଆ ପଂଚାୟତ ବାଘମୁଣ୍ଡା ଗାଁର ଲୋକମାନେ

ମହିମାଗାଦି ତୃତୀୟବେଢା ମାହାଳ ମୂଳ ଉଚ୍ଛେଦ ପ୍ରକ୍ରିୟା ସମ୍ପର୍କରେ ଶାନ୍ତି କମିଟି ବୈଠକ ;ଉଚ୍ଛେଦ କାର୍ଯ୍ୟ ସ୍ଥଗିତ…

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମ ପଞ୍ଚାୟତ ସଭାଘରେ ଆଜି ମହିମାଗାଦି ତୃତୀୟ ବେଢା ଉଚ୍ଛେଦ ପ୍ରକ୍ରିୟା ଓ ସମ୍ଭାବ୍ୟ ଆଇନ୍ ଶ୍ରୃଙ୍ଖଳା ପରିସ୍ଥିତି ଉପୁଜିବା ଦୃଷ୍ଟିରେ ରଖି ଆଜି ଯୋରନ୍ଦା ସରପଞ୍ଚ ଆରତୀ ନାୟକ ଙ୍କ ସଭାପତିତ୍ବରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।ଗତ ୨୩ ତାରିଖ

କଳଙ୍କିତ ପୁରସ୍କାର

ତୁମକୁ ହୃଦୟର ଇପ୍ସିତା ବୋଲି ଭାବିନେଇବାନ୍ଧି ରଖିଥିଲି ପ୍ରେମ ବନ୍ଧନରେ,ପ୍ରେମ କରୁଥିଲି ଅଭିମାନ ସ୍ୱରରେ...କିନ୍ତୁ ମୋତେ ନାଁ ଦେଲ ସନ୍ଦେହୀ ପ୍ରେମିକରଆଉ ଛାଡିଗଲ ଅଧାବାଟରେ... ତୁମକୁ ଅକସ୍ମାତ ହଜାଇଦେବାର ଭୟରେଜାହିର କରୁଥିଲି ତୁମଠି ନିଜତ୍ୱ,ବ୍ୟାପ୍ତି କରୁଥିଲି ମୋର

ଭତ୍ତାରୁ ବଞ୍ଚିତ ଦିବ୍ୟାଙ୍ଗ ବେଣୁଧର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବେଣୁଧର ନାଏକ (୬୨ବର୍ଷ) । ୬୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିପାରି ନାହିଁ । କୌଣସି ଅଜଣା ରୋଗ ହେତୁ ତାଙ୍କ ଗୋଡ ଅଚଳ ହୋଇଯାଇଛି, ବାଡ଼ି ଖଣ୍ଡିଏ ଏବେ ସାହାରା ପାଲଟିଛି

ଅସହାୟ ବାବୁଲି ପାଇଁ ଆବାସ ସାତସପନ

ପ୍ରତି ବର୍ଷ ଯୋଗ୍ୟ ହିତାଧିକାରୀ ମନୋନୟନ କରି କଚା ଘର ବଦଳରେ ପକ୍କା ଘର ରହିବ ପାଇବ ଲକ୍ଷାଧିକ ଟଙ୍କା ଵ୍ୟୟବରାଦ କରି ଘର ପ୍ରଦାନ କରୁଛନ୍ତି । ବିଡ଼ମ୍ବନାର ବିଷୟ ଏହି ଯୋଜନା ଏବେ ମଧ୍ୟ ଅନେକ ଅସହାୟ ପରିବାର ପାଇଁ ସାତସପନ ପାଲଟିଛି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍

ଚାଷୀ ମାନଙ୍କ ଗୁହାରି ଶୁଣିଲାନି ଜିଲ୍ଲା ପ୍ରଶାସନ ,କୃଷିକ୍ଷେତ୍ର ଛାଡି ରାଜ ରାସ୍ତାରେ ଚାଷୀ

ଶୁଣିଲାଣି ଅର୍ଣ୍ଣଦାତା ଙ୍କ ଗୁହାରି ଶୁଣିଲାନି ଜିଲ୍ଲା ପ୍ରଶାସନ, ବାଧ୍ୟହୋଇ ଚାଷ କାର୍ଯ୍ୟ ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇଲେ ୩ ପଂଚାୟତର ଚାଷୀଭାଇ । ଆଜି ଷଡଙ୍ଗୀ ସମବାୟ ସମିତି ଅଧୀନ ୩ଗ୍ରାମ ପଞ୍ଚାୟତ ଯଥା ଷଡଙ୍ଗୀ ବରଦା ଓ ମଠତେନ୍ତୁଳିଆ ର ଚାଷୀମାନେ ସେମାନଂକର ଦାବି ଜିଲ୍ଲା ପ୍ରଶାସନ
error: Content is protected !!