Browsing Tag
#dhenkanal #dhenkanalupdate
ଚାଷୀ ମାନଙ୍କ ଗୁହାରି ଶୁଣିଲାନି ଜିଲ୍ଲା ପ୍ରଶାସନ ,କୃଷିକ୍ଷେତ୍ର ଛାଡି ରାଜ ରାସ୍ତାରେ ଚାଷୀ
ଶୁଣିଲାଣି ଅର୍ଣ୍ଣଦାତା ଙ୍କ ଗୁହାରି ଶୁଣିଲାନି ଜିଲ୍ଲା ପ୍ରଶାସନ, ବାଧ୍ୟହୋଇ ଚାଷ କାର୍ଯ୍ୟ ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇଲେ ୩ ପଂଚାୟତର ଚାଷୀଭାଇ । ଆଜି ଷଡଙ୍ଗୀ ସମବାୟ ସମିତି ଅଧୀନ ୩ଗ୍ରାମ ପଞ୍ଚାୟତ ଯଥା ଷଡଙ୍ଗୀ ବରଦା ଓ ମଠତେନ୍ତୁଳିଆ ର ଚାଷୀମାନେ ସେମାନଂକର ଦାବି ଜିଲ୍ଲା ପ୍ରଶାସନ!-->…
ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ ;ଜ୍ବାଇଁ ଫାଣ୍ଡିରେ ଅଟକ
ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅନ୍ତର୍ଗତ ପଙ୍ଗାତିରା ଗ୍ରାମ ଗୁଡି ସାହିରେ ସାମାନ୍ୟ ବଚସାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ । ଜ୍ୱାଇଁ ର ଟାଙ୍ଗିଆ ଚୋଟରେ ଶଶୁରର ମୃତ୍ୟୁ ହୋଇଛି । ମୃତ ଶ୍ବଶୁର ଜଣଙ୍କ ହେଲେ ପଙ୍ଗାତିରା ଗ୍ରାମ ଗୋଡ଼ି ସାହିର ପର୍ଶୁରାମ ବାରିକି (୬୦) । ସୂଚନା ମୁତାବକ!-->…
ବଜ୍ରାଘାତ ନେଲା ଆଉ ୨ ଜୀଵନ
ଗଁଦିଆ ଥାନ ଅନ୍ତର୍ଗତ ମଠତେନ୍ତୁଳିଆ ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମର ଧନେଶ୍ୱର ଖିଲାର(୫୫ ) ନିଜ ଧାନ କ୍ଷେତରେ କାର୍ଯ୍ୟ କରୁଥିବା ସମୟରେ ଅପରାହ୍ନ ୩ ଟା ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ସେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ!-->…
ଜିରିଡ଼ାମାଳି ଛକ ଠାରେ ଦୁଇ ମାସ ହେବ ଜଳୁନି ଷ୍ଟ୍ରିଟ ଲାଇଟ୍
କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କାନପୁରା ପଞ୍ଚାୟତ ର ଜିରିଡ଼ାମାଳି ଛକ ଠାରେ ପଞ୍ଚାୟତ ତରଫ ରୁ ଏକ ଷ୍ଟ୍ରିଟ୍ ଲାଇଟ୍ ର ବ୍ୟବସ୍ଥା କରାଯାଇଥିଲା ଦୁଇ ବର୍ଷ ଆଗରୁ।ଏହି ସ୍ଥାନ ଟି ଏକ ଦୁର୍ଘଟଣା ପ୍ରବଣ ସ୍ଥାନ କାରଣ ଏହି ଛକ ଦେଇ ୫୩ ନମ୍ବର ରାଜପଥ ଦେଇ କଙ୍କଡାହାଡ PWD ରୋଡ ରାସ୍ତା କୁ ସାଯୋଗ!-->…
ସି.ବି.ଏସ୍.ଇ ଦଶମ ପରୀକ୍ଷା ଫଳରେ ଓଡିଶା ଆଦର୍ଶ ବିଦ୍ୟାଳୟର ସଫଳତା
ସିବିଏସ୍ଇ ବୋର୍ଡ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏ ବର୍ଷ କାମାକ୍ଷାନଗର ଓଡିଶା ଆଦର୍ଶ ବିଦ୍ୟାଳୟ ରେ ୯୭ ପ୍ରତିଶତ ପାସ୍ ହାର ରହିଛି । ୭୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସବୁଠାରୁ ବଡ ସଫଳତା ହେଉଛି ୬୮ ଜଣ ଛାତ୍ରଛାତ୍ରୀ!-->…
ବଜ୍ରାଘାତରେ ଚାଷୀ ସମେତ ଗାଈ ମୃତ
ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଗୋଦରୀବିଲି ଠାରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ , ରାୟନୃସିଂହପୁର ଗାଁର ଚାଷୀ ମହେଶ୍ୱର ସେଠୀ (୬୫) ଆଜି ମଧ୍ୟାନ ସମୟରେ ଗୋଦରିବିଲି ଠାରେ ଥିବା ନିଜର ଧାନ ବିଲକୁ ଯାଇଥିବା ବେଳେ ବଜ୍ରାଘାତ!-->!-->!-->…
ସଡ଼କ ଦୁର୍ଘଟଣା ରେ ମହିଳା ମୃତ
ଜାତୀୟ ରାଜପଥ ୫୩ ଟିପିଲେଇ ଛକରେ ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣେ ମହିଳା ଗୁରୁତର ଅହତ ହୋଇଥିଲେ,ସି ତାଙ୍କୁ ପ୍ରଥମେ ଭୁବନ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ!-->!-->!-->…
କାର ଦୁର୍ଘଟଣାରେ ନାବାଳିକା ସମେତ ଚାରି ଗୁରୁତର
ଢେଙ୍କାନାଳ ଭୁବନ ପୂର୍ତ୍ତ ବିଭାଗ ରାସ୍ତାର ମଣିପୁର ଠାରେ ଆଜି ସକାଳ ପ୍ରାୟ ଆଠ ଟା ବେଳେ ବାଇକ ସାଇଡ ମାରିବାରୁ କାର ଟି ଜଣେ ନାବାଳିକା କୁ ଧକ୍କା ଦେବା ସହ ଗଛ ରେ ପିଟି ହୋଇଥିଲା ।
ଏହି ଦୁର୍ଘଟଣାରେ ୯ବର୍ଷର ନାବାଳିକା ସମେତ ଚାରି ଗୁରୁତର ହୋଇ ପ୍ରଥମେ ଭୁବନ ପରେ ଢେଙ୍କାନାଳ ଓ କଟକ!-->!-->!-->…
ବିପଦ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର
ଢେଙ୍କାନାଳ ଜିଲ୍ଲାରେ ଏମିତିରେ ବିଦ୍ୟୁତ ବିଭାଗର ମାନମାନି ଯୋଗୁଁ ଜନସାଧାରଣ ଅତିଷ୍ଠ ,ସେଥିରେ ପୁଣି ବିପଦଶଙ୍କୁଳ ଅବସ୍ଥାରେ ଥିବା ମୁକୁଳା ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟି ଓ ବିଦ୍ୟୁତ ତାର,ଅସମୟରେ ବିଦ୍ୟୁତ କାଟ ପାଇଁ ଜନ ଜୀବନ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ପଶୁପକ୍ଷୀଙ୍କ ଜୀବନ!-->…