ଭଗ୍ନ ବୀଣାର ସ୍ୱର
ଜୀବନଟା ଏକ ମିଥ୍ୟା ପ୍ରତିଶ୍ରୁତିଭଗ୍ନ ବୀଣାର ସ୍ୱରକେତେବେଳେ ବାଜେ ଶିବ ପଞ୍ଚାକ୍ଷରୀକେତେବେଳେ ହର ହର ।
କେବେ ଚଲାପଥ ସୁଗନ୍ଧ ପୁଷ୍ପିତକେବେ ପୁଣି କଣ୍ଟକିତଜଂଜାଳ ଯନ୍ତ୍ରଣା ଭରା ପ୍ରତିକୂଳକେବେ ରୋମାଞ୍ଚିତ ପଥ ।
ମଗ୍ନ ପ୍ରତ୍ୟାଶାର ମହୁଲି ବାସ୍ନାରେକଳ୍ପନାର କୋଟି!-->!-->!-->!-->!-->…