News
lipub
samparksetu
Browsing Tag

#dhenkanal #dhenkanalupdate

ଏନଟିପିସି ଗଜମରା ପୁନଃ କାର୍ଯ୍ୟାରମ୍ଭ ପାଇଁ କଳ୍ପନା ଜଳ୍ପନା !

ଢେଙ୍କାନାଳ ସଦର ବ୍ଳକ ସପ୍ତଶଯ୍ୟା ଠାରେ ଦୀର୍ଘ ୧୪ବର୍ଷ ଧରି ଏନଟିପିସି କୁ ଜମି ଦେଇ କ୍ଷତିଗ୍ରସ୍ତ ପ୍ରଜାମାନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ସରକାର ଜମି ଅଧିଗ୍ରହଣ ପରେ ସେହି ଜମିରେ ପୁଣି ଥରେ ପାୱାର ପ୍ଲାଣ୍ଟ କରିବାକୁ ମସୁଧା ଚଳାଇଥିବାର ଜଣାପଡିଛି । ସଦର ବ୍ଲକ ଅନ୍ତର୍ଗତ

ବାହୁଡି ଯିବା ସଅଳ

ବାହୁଡାର ବେଳ ହେଲାଣି ଠାକୁରବାହୁଡି ଯିବା ସଅଳମୋର ବାହୁଡାର ସମୟ ଆସୁଛିକାଳ ତ ଦେଲାଣି ଠାର। ବାହୁଡିବାକୁ ତ ପଡିବ ନିଶ୍ଚୟଦିନେ ନିଜ ନିଜ ସ୍ଥାନଜୀବକୁ ଯେ ବାର୍ତ୍ତା କରୁଛ ପ୍ରଦାନଆହେ ପ୍ରଭୁ ନାରାୟଣ। ତୁମେତ ଆସିବ ଶ୍ରୀମନ୍ଦିର ବିଭୁଜୀବ ଯିବ ତୁମ ପାଶଜୀବ ପାଇଁ ତୁମ ଚରଣ ନିବାସଆହେ

ହିଂସା

ହିଂସା ମଣିଷର ପରମ ବୌରୀ ନ ହେଉ ଜିବନ ନିତୀ ହିଂସା ଆଣିଦେବ ଲକ୍ଷ୍ୟହୀନ ଦିଗ କରିଦେବ ଅଧୋଗତୀ॥୧ ହିଂସା ମଣିଷକୁ ପ୍ରତିହିଂସା କରେ

ବେରେଣୀ ଗ୍ରାମ ରେ ବଧୂହତ୍ୟା ଅଭିଯୋଗ !

କଙ୍କଡାହାଡ ଥାନା ଖତେଇ ବେରେଣୀ ଗ୍ରାମ ରେ ବଧୂହତ୍ୟା ଅଭିଯୋଗ l ସୂଚନା ଅନୁସାରେ ୭ ବର୍ଷ ତଳେ ଗଁଦିଆ ଥାନା ମଠ ତେନ୍ତୁଳିଆ ପଞ୍ଚାୟତ ଅନ୍ତର୍ଗତ ଅରାଚୁଆ ଗ୍ରାମ ର ସୀମାରାଣୀ ସାହୁ ଖତେଇବେରେଣୀ ଗ୍ରାମ ର ବିନୟ ସାହୁ ଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ l ବାହାଘର ର ଦୁଇବର୍ଷ

ସାଙ୍ଗ

ପ୍ରତି ଜୀବନ ରେ ସାଂଗ ର ମହତ୍ବରହିଥାଏ ଆବଶ୍ୟକ,ସାଂଗ ବିନା କେହି ରହି ନ ପାରିବକରୁଥିବ ଖାଲି ଶୋକ॥୧ସାଂଗ ଟିଏ

ବଜ୍ରପାତ ରେ ଗୋଟିଏ ଛେଳି ସମେତ ମହିଳା ଙ୍କ ମୃତ୍ୟୁ

ବଜ୍ରପାତ ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି l ମୃତା ମହିଳା ଜଣକ ହେଲେ କଙ୍କଡାହାଡ଼ ଥାନା କଲଦା ଗ୍ରାମର ଦୁଲଣା ଦେହୁରୀ l ସୂଚନା ଅନୁସାରେ ଦୁଲଣା ଆଜି ଦ୍ବିପ୍ରହର ସମୟରେ ନିଜ ଘର ଆଗରେ ଛେଳି ବାନ୍ଧୁଥିବା ସମୟରେ ଅକସ୍ମାତ ବଜ୍ରପାତ ହୋଇଥିଲା l ଫଳରେ ଗୋଟିଏ ଛେଳି ଘଟଣାସ୍ଥଳରେ ମୃତ୍ୟୁ

ଜମି ଜାଲିଆତି ଘଟଣାକୁ ନେଇ ଜଣେ ମହିଳା ସମେତ ପାଞ୍ଚ ଜଣକୁ ଗିରଫ କଲା ପୋଲିସ

ଢେଙ୍କାନାଳ ଟାଉନ ଥାଉନ ଥାନା ଦକ୍ଷିଣକାଳୀ ଅଞ୍ଚଳରେ ଜମି ଜାଲିଆତି ଘଟଣାରେ ପୋଲିସ ଜଣେ ମହିଳା ସମେତ ପାଞ୍ଚ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଅଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର, ଅଛନ୍ତି। ସୂଚନା ଅନୁଯାୟୀ ,ଉର୍ବଶୀ ନାୟକ ନାମକ ଜଣେ ମହିଳା ଦକ୍ଷିଣକାଳୀ ଅଞ୍ଚଳରେ ପାଞ୍ଚ ଗୁଣ୍ଠ ଜମି

ମହିମା ମହାବିଦ୍ୟାଳୟ ପରିସରରେ ଗ୍ରୀଷ୍ମ କାଳୀନ ସ୍ଵତନ୍ତ୍ର ଶିବିର ଅନୁଷ୍ଠିତ

ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନାର ଗ୍ରୀଷ୍ମ କାଳୀନ ସ୍ଵତନ୍ତ୍ର ଶିବିର ଗତ ତା ୦୫.୦୭.୨୦୨୨ ରୁ ଉଦଘାଟିତ ହୋଇ ଆଜି ଏକ ସ୍ଵତନ୍ତ୍ର ମାଗଣା ସ୍ୱାସ୍ଥ୍ୟ ଶିବିର (NEW INDIA), ସନ୍ଥପୁର ସୌଜନ୍ୟ ରୁ ଆୟୋଜିତ କରାଯାଇଅଛି । ଏହି ଶିବିରକୁ ସମାଜ

ଝୁଲନ୍ତା ଅବସ୍ଥାରେ ମୃତ୍ୟୁଦେହ ଉଦ୍ଧାର

ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ଏନ ଏ ସି ରୁ ଆଜି ଜଣେ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି। ଆଜି ସକାଳ ୧୧ଘଣ୍ଟା ପାଖାପାଖି ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନ ଏ ସି ର ୱାର୍ଡ଼ ନଂ-୨ ସାଇମନ୍ଦିର ନିକଟରେ ଥିବା ଏକ ଆମ୍ବ ତୋଟାରେ ଜିନିକ ଯୁବକର ମୃତ୍ୟୁ ଦେହ ଝୁଲୁ

ବାଲିଗୋରଡ଼ ପଂଚାୟତରେ କଲ୍ୟାଣ ମଣ୍ଡପ ଉଦଘାଟନ

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଲିଗୋରଡ଼ ପଂଚାୟତରେ ଆଜି କଲ୍ୟାଣ ମଣ୍ଡପ ଉଦଘାଟନ ହୋଇଛି ।କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଏହାକୁ ଉଦଘାଟନ କରିଥିଲେ ।ମୁଖ୍ୟ ଅତିଥି କହିଲେ ଏହା ହେବାଦ୍ୱାର ପଂଚାୟତ ର ଆୟ ବଢିବ ଆଉ ଗାଁର ଉର୍ଣ୍ଣତି ହେବ । ଏଠାରେ ଅନ୍ୟତମ ଅତିଥି
error: Content is protected !!