କାଳିଆ ଫେରୁଛି ଘର
ଶରଧାବାଲିର ମନୋରମ ଦୃଶ୍ୟ ଦେଖୁଛି ନେତ୍ରରେ ଚାହିଁଗୋଟିପହଣ୍ଡି ରେ ଆସୁଛି କାଳିଆ ଭକ୍ତ ଗହଳିରେ ରହି।ଘଣ୍ଟ ହୁଳାହୁଳି ନାଚ କୀର୍ତ୍ତନରେ ବିଜେ ହେବେ ଜନ୍ମ ପୀଠେ ଆଡ଼ପ ମଣ୍ଡପ ଚନ୍ଦନ ବାସ୍ନାରେ ଚଉଦିଗ ଭରି ଫୁଟେ।
ଆହା କି ସୁନ୍ଦର କାଳିଆର!-->!-->!-->…