ଜିଲ୍ଲାରେ ମାଟ୍ରିକ ପାସ ହାର ୯୩.୦୫% ;ଓଁମ ପ୍ରକାଶ ଜିଲ୍ଲା ଟପ୍ପର
ଢେଙ୍କାନାଳ ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୯୩.୦୫ ପ୍ରତିଶତ ରହିଥିବାର ଜଣାପଡିଛି । ମୋଟ ୧୫ ହଜାର ୮୫୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ ହଜାର ୫୩୪ ଜଣ ପାସକରିଥିବାର ଜଣାପଡିଛି । ଢେଙ୍କାନାଳ ଜିଲ୍ଲାରେ ୯୨ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୮୫୧ ଜଣ ଛାତ୍ରଛାତ୍ରୀ!-->…