ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହାଣି ହତ୍ୟା ଉଦ୍ୟମ କଲା ସ୍ୱାମୀ
ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପନିକିରେ ହାଣି ହତ୍ୟା ଉଦ୍ୟମ କରିଛି ସ୍ୱାମୀ । ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥରଖମ୍ବ ଗାଁରେ ।
ଗାଁର ପ୍ରମୋଦ ରାଉତରାୟ ନିଜ ସ୍ତ୍ରୀ ମଲାରୁଣୀ ରାଉତରାୟଙ୍କୁ ପନିଖିରେ ହାଣି!-->!-->!-->…