୧୦ ଲକ୍ଷ ଟଙ୍କାର ଭାଙ୍ଗିଲା ଆଇ ଲଭ ଭୁବନ
ଭୁବନ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ମୁକ୍ତା ଯୋଜନା ର ଖର୍ଚ୍ଚ କରୁଛନ୍ତି। ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ନିର୍ମାଣ ରେ ବ୍ୟବହୃତ ସାମଗ୍ରୀ ର ମାନ ଏଭଳି ହୋଇଛି ଯେ ତାହା ଉଦଘାଟନ ପୂର୍ବରୁ ଭାଙ୍ଗି ଯାଇଛି।
ଖବର ନେବାରେ ଜଣା ଯାଏ ଯେ, ଭୁବନ ବିଜ୍ଞାପିତ ଅଞ୍ଚଳ!-->!-->!-->…