ବେଧଡ଼କ ଚାଲିଚି ଗଛ କଟା, ବନ ବିଭାଗ ନିରବ ଦ୍ରଷ୍ଟା
ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନରେ ବେଧଡକ ଭାବେ ଚାଲିଚି ଗଛ କଟା। ଅଜଣା ପରି ଚୁପ ବସିଚି ବନ ବିଭାଗ ଅଧିକାରୀ , କାହା ବଳରେ ବଳିଆନ ଏବେ କାଠ ମାଫିଆ। ଝିଲ୍ଲି ଠାରୁ ଚାଉଳିଆଝରଣ ଯିବା ରାସ୍ତାରେ ଝିଲ୍ଲି ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ବନବିଭାଗର ସୁରକ୍ଷିତ ଜଙ୍ଗଲ ଏବେ!-->…