ଜରାଜୀର୍ଣ୍ଣ ଅବସ୍ଥାରେ ୧୭୫ ବର୍ଷର ଭଣ୍ଡାରଘର ,ସଂରକ୍ଷଣ ପ୍ରତି ଦୃଷ୍ଟି ଦେଉନି ପ୍ରଶାସନ
ଜରାଜୀର୍ଣ୍ଣ ଅବସ୍ଥାରେ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ୧୭୫ ବର୍ଷର ଭଣ୍ଡାରଘର । ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରାଚୀନ ଐତିହ ଏବଂ ଧ୍ଵସଂ।ଭିମୁଖୀ । କପିଳାସ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହୋଇଥିବା ବେଳେ ଏଠାରେ ଥିବା ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଭଣ୍ଡାର ଘର ଏବେ ଭୁଶୁଡିବା ଅଵସ୍ଥାରେ!-->…