ସିଏ କଳାକାର ଟିଏ
ଏଇଠି ସିଏ ଶୃଙ୍ଗାର ର କଵଜ ପିନ୍ଧିସ୍ବର ଓ ଛାନ୍ଦ କୁ ଅସ୍ତ୍ର ଭାବେ ଧରିନିଜକୁ ପ୍ରସ୍ତୁତ କରାଏ ରଙ୍ଗମଞ୍ଚ ରକୁରୁକ୍ଷେତ୍ର ରେ l
ବିଜୟ କି ପରାଜୟ ତା'ର କିଛି ହିସାବସିଏ ରଖେନି ହଁ ସିଏ,ଜାଣିଛି କେବେ କେବେଦର୍ଶକ ର ପ୍ରଶଂସାର ତାଳି ତ କେବେ ନିନ୍ଦା ଆଉଅପନିନ୍ଦା ର ଗାଳି ତା ପାଇଁ!-->!-->!-->…