News
lipub
samparksetu
Browsing Tag

#dhenkanal #dhenkanalupdate

ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କା ସହତି ସୁନା ଗହଣା ଚୋରି

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଜାମୁସରା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତ ମାନେ ଲକ୍ଷାଧିକ ନଗଦ ଟଙ୍କା ସହିତ ସୁନା ଗହଣା ଲୁଟ କରିଥିବାର ଫାଣ୍ଡିରେ ଅଭିଯୋଗ ହୋଇଛି । ଜାମୁସରା ଗ୍ରାମର ଉପେନ୍ଦ୍ର ଚନ୍ଦ୍ର ସାହୁଙ୍କ ଅଭିଯୋଗ

ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ଲାପଟପ ପ୍ରଦାନ

ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କ ଦ୍ୱାରା ମହାବିଦ୍ୟାଳୟ ସ୍ତରରେ ଅଧୟନ କରୁଥିବା ୩ ଜଣ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ଯଥା -ଇନ୍ଦିରା ଗାନ୍ଧୀ ନେସନାଲ ଓପେନ ୟୁନିଭେର୍ସିଟି ର ଛାତ୍ର ଶୁଭେନ୍ଦୁ ଜେନା ,ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ

ତୁମେ ଗଲା ପରେ

ଜାଣି ଶୁଣି ସାଜିଛ ତୁମେ ଅଜଣା ମୁଁ ପାଗଳ କରିଛି ପ୍ରତୀକ୍ଷାତୁମ ଅଫେରନ୍ତା ବାଟ କେତେ ଦିନୁ ପ୍ରଲୋଭିତ ତୁମକୁ ଅପେକ୍ଷା ll ତୁମ କଥା ଯେବେ ମନେ ପଡେ ଭାରି ମନ ଯାଏ ମୋ ଖୁସିରେ

କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ସନ୍ଦେହ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ଆଶ୍ରମ ଛକ ନିକଟରେ ଥିବା ଏକ ଖୋଲା କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ କୌଣସି ପରିଚୟ ମିଳି ପାରିନାହିଁ । ତେବେ ତାଙ୍କ ବୟସ ପ୍ରାୟ ୩୦ ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ।

ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ଆମ୍ବୁଲାନ୍ସ ସେବା ପାଇଁ ସାମ୍ବାଦିକ ସଙ୍ଘର ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ର ସମାଧାନ ପାଇଁ ଆଗେଇ ଆସିଛନ୍ତି କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଙ୍ଘ l ଏହି ପରିପ୍ରେକ୍ଷୀରେ ସଙ୍ଘ ସଭାପତି ଇ ରାଜେଶ କୁମାର ଦେହୁରୀ ଙ୍କ ନେତୃତ୍ୱ ରେ ସମ୍ପାଦକ ଟୁକୁନୁ ବିଶ୍ୱାଳ,

ସାରଙ୍ଗଧର ସେତୁର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ;ସେତୁ ଉପରେ ଶହ ଶହ ବର ଓସ୍ତ ଗଛ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗେଙ୍ଗୁଟିଆ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ହୋଇଥିବା ସାରଙ୍ଗଧର ସେତୁ ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ରିଜ ଉପରେ ଶତାଧିକ ବର ଏବଂ ଓସ୍ତ ଗଛ ଉଠିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏହା ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।

ବେଧଡକ ଚାଲିଛି ହାର୍ଡକୋକ ଓ କୋଇଲା ଚୋରା ଚାଲାଣ ,ପୋଲିସ ନିରବ ଦ୍ରଷ୍ଟା

ଢେଙ୍କାନାଳ ଜିଲ୍ଲା ସଦର ଥାନା ନିଟକରେ ଚାଲିଛି ଚୋରା ହାର୍ଡକୋକ ଏବଂ କୋଇଲା ଚୋରା ଚାଲାଣ । ବର୍ଷ ବର୍ଷ ଧରି ଏହି ଚୋରା ଚାଲାଣ ଚାଲିଥିବା ବେଳେ ପୋଲିସ ନିରବଦ୍ରଷ୍ଟା ସାଜିଛି । ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ମୂଳିସିଂହ ହନୁମାନ ମନ୍ଦିର ନିକଟରେ ଚାଲିଛି ଚୋରାକୋଇଲା ଓ ହାର୍ଡକୋକର

ଦନ୍ତା ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଢେଙ୍କାନାଳ ସଦର ରେଞ୍ଜ ନେଉଳପୋଇ ଗ୍ରାମରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ ହୋଇଛି । ବୃଦ୍ଧା ବନିତା ସାମଲ ଭୋର ସମୟରେ ଘର ବାହାରକୁ ବାହାରିଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ି ମୃତ୍ୟୁବରଣ କରୁଛନ୍ତି । ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ

କିଏ ତୁମେ ନାରୀ

କିଏ ତୁମେ ନାରୀ ଆସି ଅବତରିକୋଳରେ ତୁମର ଜନମ ଦେଲଦଶ ମାସ ଦଶ ଦିନର ଗୋଇଠାଅକାରଣେ ତୁମେ ସହି ଚାଲିଲତୁମେ ବୋଧେ ଜଣେ ଦେବୀ ଥିଲ..ମାଆ ହୋଇ ମୋର ଅବତରି ଆସିତୁମ କୋଳେ ମୋତେ ଜନ୍ମ ଦେଲ..।। ମୁଖେ ମାଆ ମୋହର ଦେଲ ଯେ ଆହାରଝରାଇ ତୁମର ଅମୃତ ଝରସୁଝିକି ପାରିବି ମୂଲ ଅମୃତରସାତଜନ୍ମ ବିତି ଗଲେ
error: Content is protected !!