News
lipub
samparksetu
Browsing Tag

#dhenkanal #dhenkanalupdate

ବିଚ୍ ରାଜପଥ ଉପରେ ବ୍ୟବସାୟଙ୍କ ଠାରୁ ଲୁଟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମର ବୃନ୍ଦାବନପୁର ସାହିର କୀର୍ତ୍ତନ ସାହୁଙ୍କ ପୁଅ କୈଳାସ ଚନ୍ଦ୍ର ସାହୁ (୫୫) ନାମକ ବ୍ୟକ୍ତି ତାଳଚେର ଅଞ୍ଚଳରେ ରହି ପ୍ରତିଦିନ ଏକ ବାଇକରେ ଆସି ପରଜଙ୍ଗ ଅଞ୍ଚଳରେ ବିଭିନ୍ନ ଛୋଟ ବଡ ଦୋକାନରେ ଗୁଟଖା ଓ ଜର୍ଦ୍ଦା ମସଲା ଯୋଗାଇଥାନ୍ତି । କୈଳାସ ସବୁ ଦିନ

ପୋଖରିରେ ବୁଡି ଜଣେ ମୃତ

କାମାକ୍ଷାନଗର ଥାନା ଶିବୁଳାପଶି ଗ୍ରାମରେ ପୋଖରିରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି।ମୃତକ ହେଲେ ରୁଦ୍ରନାରାୟଣ ସାହୁ(୫୦)।ଦିନ ବେଳା ସେ ଗ୍ରାମରେ ଥିବା ପୋଖରିକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବସତ ଗୋଡ ଖସି ଯିବାରୁ ପୋଖରି ଭିତରକୁ ଚାଲି ଯାଇଥିଲେ। ପୋଖରିରେ ଅତ୍ୟଧିକ

ପାଣି ପାଇଁ ରାସ୍ତା ରୋକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ଛକ ନିକଟରେ ପାଣି ପାଇଁ ରାସ୍ତାରେ ଧାରଣା ରେ ବସିଲେ ଗ୍ରାମବାସୀ l ସୂଚନା ଅନୁସାରେ ବାଉଁଶପାଳ ଗ୍ରାମ ପଂଚାୟତ ର ଦେହୁରୀ ସାହି ର ଲୋକ ମାନେ ବାଉଁଶ ପାଳ ଛକ ରେ ପାଣି ପାଇଁ ଜାତୀୟ ରାଜପଥ ୫୩ କୁ ଅବରୋଧ କରିଛନ୍ତି l ସେମାନଙ୍କ କହିବା

କିଡନୀ ରୋଗରେ ୫ମୃତ , ୨ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ବାଲି ସାହିରେ କିଡନୀ ରୋଗରେ ଗୋଟିଏ ବର୍ଷରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣା ପଡ଼ିଛି । ଗ୍ରାମ ର ରମେଶ ମହାନ୍ତ (୪୫)ଭୀଷ୍ମ ମହାନ୍ତ (୪୭) ପାର୍ବତୀ ମହାନ୍ତ (୫୦)ଶୁକଦେବ ବେହେରା

ଆମ୍ବ ଗଛରୁ ଅଚିହ୍ନା ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ୫୩ କଡ ଆମ୍ବଗଛରେ ଜଣେ ଅଚିହ୍ନା ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଆଜି ସକାଳୁ ଆମ୍ବ ଗଛରେ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଲୋକେ

ତରଭା ସମବାୟ ସମିତି ନିର୍ବାଚନ ରଦ୍ଦ ପାଇଁ ଦାବି

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ତରଭା ସମବାୟ ସମିତି ନିର୍ବାଚନକୁ ରଦ୍ଧ କରିବା ସହିତ ପ୍ରକୃତ ଚାଷୀକୁ ଚିହ୍ନଟ କରି ଭୋଟ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ତରଭା ଏବଂ ନୂଆଗାଁ ପଞ୍ଚାୟତର ଚାଷୀମାନେ ଏକତ୍ରୀତ ହୋଇ ତରଭା ସମବାୟ ନିର୍ବାଚନକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ।

ଅବସର ପ୍ରାପ୍ତ ଉଠା ଜଳସେଚନ ବିଭାଗ କର୍ମଚାରୀଙ୍କ ବୈଠକ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ଅବସର ପ୍ରାପ୍ତ ଉଠା ଜଳସେଚନ ବିଭାଗ କର୍ମଚାରୀଙ୍କ ସଙ୍ଘର ସଭାପତି ମଦନ ମୋହନ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାଣି ପଞ୍ଚାୟତ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କାମାକ୍ଷାନଗର ଉପଖଣ୍ଡର ସମ୍ପାଦକ ଶରତ କୁମାର ରଥ ମୁଖ୍ୟ ଅତିଥି ରୂପେ ଯୋଗ

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମାନବ ଶୃଙ୍ଖଳ ଆୟୋଜିତ

ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳିତ ହୋଇଥାଏ । ମିଳିତ ଜାତିସଂଘ ୧୯୭୨, ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ ର ଆୟୋଜନ କରିଥିଲା, ବୈଠକ ପରେ ପ୍ରତି ବର୍ଷ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ଓ
error: Content is protected !!