News
lipub
samparksetu
Browsing Tag

#dhenkanal #dhenkanalupdate

ଦନ୍ତା ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଢେଙ୍କାନାଳ ସଦର ରେଞ୍ଜ ନେଉଳପୋଇ ଗ୍ରାମରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ ହୋଇଛି । ବୃଦ୍ଧା ବନିତା ସାମଲ ଭୋର ସମୟରେ ଘର ବାହାରକୁ ବାହାରିଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ି ମୃତ୍ୟୁବରଣ କରୁଛନ୍ତି । ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ

କିଏ ତୁମେ ନାରୀ

କିଏ ତୁମେ ନାରୀ ଆସି ଅବତରିକୋଳରେ ତୁମର ଜନମ ଦେଲଦଶ ମାସ ଦଶ ଦିନର ଗୋଇଠାଅକାରଣେ ତୁମେ ସହି ଚାଲିଲତୁମେ ବୋଧେ ଜଣେ ଦେବୀ ଥିଲ..ମାଆ ହୋଇ ମୋର ଅବତରି ଆସିତୁମ କୋଳେ ମୋତେ ଜନ୍ମ ଦେଲ..।। ମୁଖେ ମାଆ ମୋହର ଦେଲ ଯେ ଆହାରଝରାଇ ତୁମର ଅମୃତ ଝରସୁଝିକି ପାରିବି ମୂଲ ଅମୃତରସାତଜନ୍ମ ବିତି ଗଲେ

ଅଗ୍ନିକାଣ୍ଡ ଘଟି ୨ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆ ପାଳ ପଞ୍ଚାୟତ ଦୋମୁହାଁଣି ଗ୍ରାମର ଗେଲେହି ପଶି ସାହିରେ ସୁଦର୍ଶନ ବେହେରା ଙ୍କ ଘରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ରେ ପ୍ରାୟ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ର କାନପୁରା କମ୍ପାନୀ ଘର ଭିତରୁ ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ର ତଦନ୍ତ ଜାରି ରହିଛି l ସୂଚନା ଅନୁସାରେ କାମାକ୍ଷାନଗର ଥାନା କାନପୁରା ର କମ୍ପାନୀ ନିକଟସ୍ଥ ଏକ ଘରୁ

ପାରିବାରିକ କଳହରୁ ଆତ୍ମହତ୍ୟା !

ଢେଙ୍କାନାଳ ସଦର ଥାନା ସରଖିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାମର କାମଦେବ ଷେଣ୍ଢ ସ୍ତ୍ରୀର ପରକୀୟା ପ୍ରିତି ଯୋଗୁଁ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ସରଖିଆ ଗ୍ରାମର କାମଦେବ ଦୁବାଇରେ ଏକ କମ୍ପାନୀରେ ଚାକିରି କରି ପରିବାର ପୋଷଣ କରନ୍ତି। ବର୍ଷକୁ ଥରେ

ଗାଧୋଇବା ହେଲା କାଳ ,ପୋଖରୀରେ ବୁଡି ବୃଦ୍ଧ ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡାସୋଡା ଗାଁରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କଙ୍କଡାସୋଡା ଗାଁର ଏକାଦଶୀ ନାୟକ । ଏକାଦଶୀ ଗାଧୋଇବା ପାଇଁ ଗାଁ ଖଣ୍ଡିଆବନ୍ଧ ପୋଖରୀକୁ ଯାଇଥିଲେ । ଅସାବଧାନତା କାରଣ ହେତୁ ପୋଖରୀରେ ବୁଡି ଯାଇଥିଲେ । ତାଙ୍କ ମୃତ

କାକର ବିନ୍ଦୁ

ମୁଁ କାକର ବିନ୍ଦୁଟିଏଏମିତି ସବୁଦିନ ରାତିରେ ଝରିପଡ଼େ l କେବେ ଚାନ୍ଦିନୀ ରାତି ର ଜୋଛନାରେ ଭିଜେ,,ତ କେବେ ଉଆଁସ ରାତିରଆକାଶ କୁ ଖୋଜେ l ପୁଣି ସବୁଦିନ ସକାଳର ସୁନେଲିକିରଣ ରେ ମୋ ଅସ୍ତିତ୍ବ କୁ ହଜେଇ ଦିଏ l ମୋର ବି ଇଚ୍ଛା ଥାଏ କେବେ କାହାର ତୃଷ୍ଣାମେଣ୍ଟାଇ ଦିଅନ୍ତି କି...

ଶହେ ଫୁଟ ଉପରୁ ପଡି ଶ୍ରମିକ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତର ୧୪୯! ନମ୍ୱର୍ ଜାତୀୟ ରାଜପଥ କଡ଼ରେ କୂଲେଇ ଗ୍ରାମରେ ଗଢି ଉଠିଛି ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ। ଦୈନନ୍ଦିନ ଏଠାରେ ୫୦୦ ରୁ ୬୦୦ ପ୍ରତ୍ୟେକ ବିଭାଗରେ କାମ କରନ୍ତି। ଏଠାରେ ସୁରକ୍ଷାର ସେଭଳି କିଛି ପଦକ୍ଷେପ ନିଆ ଯାଇ

ବିଜେପି ଦଳର ଅବସରପ୍ରାପ୍ତ ସୈନିକ ମାନଙ୍କ ବୈଠକ ଅନୁଷ୍ଠିତ

ଆଜି ନିମବାହାଳି ନିକଟସ୍ଥ ସାପ୍ତାହିକ ହାଟ ପଡ଼ିଆ ରେ ବିଜେପି ଦଳର ଅବସରପ୍ରାପ୍ତ ସୈନିକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଦଳର ବରିଷ୍ଠ ନେତା ରବିନାରାୟଣ ସାହୁ ଙ୍କ ଆହ୍ୱାନ କ୍ରମେ ଏହି ବୈଠକରେ ଅବସରପ୍ରାପ୍ତ ସୈନିକ ମାନଙ୍କ ସହିତ ଅନ୍ୟାନ୍ୟ କର୍ମୀମାନେ ଯୋଗ ଦେଇ ବର୍ତ୍ତମାନର

ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ରେ ସମର ଫିଏଷ୍ଟା- ୨୦୨୨ ଅନୁଷ୍ଠିତ

ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ସମର ଫିଏଷ୍ଟା - ୨୦୨୨ ମେ ୨୭ ଠାରୁ ଆରମ୍ଭ ହେଇଛି। ଏହା ୮ ଦିନ ଧରି ଚାଲିବ। ଏହାକୁ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସାହୁ ଶୁଭ ଉଦଘାଟନ କରିଥିଲେ। ଏହି ସମର ଫିଏଷ୍ଟା ରେ ୧୦ ଗୋଟି ଗେମ ସାମିଲ ହୋଇଛି। ଭାରତ ର ଲୋକ ପ୍ରିୟତା ଚେସ ଗେମ
error: Content is protected !!