News
lipub
samparksetu
Browsing Tag

#dhenkanal #dhenkanalupdate

ବ୍ରାହ୍ମଣୀରେ ବୁଡି ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀର ରଣେଶ୍ବର ମନ୍ଦିର ପାଖରେ ବୁଡ଼ି ଜଣେ ନାବାଳକ ପ୍ରାଣ ହରାଇଛନ୍ତି । ଗ୍ରାମର ହେମନ୍ତ କୁମାର ରାଉତଙ୍କ ଏକ ମାତ୍ର ପୁତ୍ର ଚିନ୍ମୟ ପ୍ରସାଦ ରାଉତ (୧୨) ଆଜି ପୂର୍ବାହ୍ନରେ ସାଙ୍ଗମାନଙ୍କ ସହିତ

ଢେଙ୍କାନାଳ ରେ ସ୍ମାର୍ଟ ପାର୍କ ସ୍ୱପ୍ନ !

ଢେଙ୍କାନାଳ ପୌରାଞ୍ଚଳରେ ସରକାରୀ ଜମି ଏବେ ଦେଖିବାକୁ ସ୍ୱପ୍ନ ପାଲଟିଛି । ସରକାରୀ ଜମି ଉପରେ ଘରୋଇ ମାଲିକଙ୍କ ରାଜ । ସହରରେ ପାର୍କ କିମ୍ବା ଖୋଲା ପଡିଆରେ ଘେରାଏ ବୁଲିଆସିବାକୁ ସହର ବାସୀଙ୍କ ପାଇଁ ଜମି ଖଣ୍ଡେ ମିଳିବା କଷ୍ଟକର ହୋଇ ପଡିଛି । ଗତ୨ ହଜାର ମସିହା ପୂର୍ବରୁ ପୌରା ଳରେ ଶହଶହ

ପାଣି ପମ୍ପ ଚୋର କୁ କାବୁ କରି ଥାନା ଜିମା ଦେଲେ ଗ୍ରାମବାସୀ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଗଣ୍ଡା ନାଳୀ ଗ୍ରାମରେ ସୋମବାର ବିଳମ୍ୱିତ ରାତିରେ ଦୁଇ ପାଣି ପମ୍ପ ଚୋର କୁ ଗ୍ରାମ ବାସୀ ମାନେ କାବୁ କରି ପୋଲିସ ଜିମା ଦେଇଥିବା ର ଜଣା ଯାଇଛି। ଖବରରୁ ଜଣାଯାଏ ଏହି ଗ୍ରାମର ସୁନୀଲ ସ୍ବାଇଁ ଙ୍କ କୂଅ ରେ ଲାଗିଥିବା ଏକ ପାଣି ପମ୍ପ କୁ ସୋମବାର ରାତି ପ୍ରାୟ

ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ଜମାକାରୀ ପକାଇଲେ ତାଲା !

ସାହାରା ଇଣ୍ଡିଆ ଘରୋଇ ସଂସ୍ଥାରେ ଜମାକାରୀ ମାନେ କୋଟିକୋଟି ଟଙ୍କା ଜମାକରି ବର୍ତ୍ତମାନ ହତାସ ହୋଇପଡିଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି କଷ୍ଟ ଅର୍ଜିତ ଟଙ୍କାକୁ ଜମାକରିଥିବା ବେଳେ ମ୍ୟାଚୁରୁଟି ର ବର୍ଷ ପରେ ବି ଟଙ୍କା ନପାଇବାରୁ ନାନା ସମସ୍ୟା ଦେଖାଦେଇଛି। ପ୍ରତ୍ୟେକ ଦିନ ଜମାକାରୀ ମାନେ

ପ୍ଲାଟଫର୍ମ

କୌଣସି ଏକ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିଲେ ପୁଅଟିଏ ଆଉ ଝିଅଟିଏ । ଅଳ୍ପ ସମୟର କଥାବାର୍ତ୍ତାରେ ଉଭୟ ପରଷ୍ପର ପାଖରେ ସହଜ ହେଇଯାଇଥିଲେ । ଉଭୟଙ୍କ ଚିନ୍ତା ଧାରା ଥିଲା ଏକପ୍ରକାର । ସାମ୍ପ୍ରତିକ ଘଟଣାବଳୀଠାରୁ ଆରମ୍ଭ କରି ଚେତନ ଭଗତଙ୍କ ନୂଆବହି ପର୍ଯ୍ଯନ୍ତ କେତେକେତେ କଥା

ସାଢେ ଆଠ ପରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ପହଁଚିବା ଘଟଣା, ଖବର ପ୍ରସାରଣ ପରେ  ଶିକ୍ଷା ବିଭାଗ ଅଧିକାରୀ ଙ୍କ…

ଢେଙ୍କାନାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର, ପ୍ରଶାସନ ଶିକ୍ଷା ସଚେତନତା ରଥ ପରିକ୍ରମା କରି ସଚେତନତା ସୃଷ୍ଟି କରୁଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ସାଢେ ଆଠ ପରେ ପହଞ୍ଚୁଛନ୍ତି ତେବେ ଏନେଇ ଢେଙ୍କାନାଳ ଅପଡେଟ ରେ କିଛିଦିନ ତଳେ ଖବର ପ୍ରସାରଣ ହୋଇଥିଲା ।ଖବର

ତୁମେ ଗଲା ପରେ

ତମାମ ଆକର୍ଷଣରେ ବିରାମ ଲଗେଇ ଦେଇ,ତୁମେ ଗଲା ପରେ,କେବଳ ମୁଁ ଆଉ ମୁଁ ଅଛି,ତୁମେ କ'ଣ ଭାବିଥିଲ !?ମୁଁ ବି କ'ଣ ମୋଠାରେ ବିରାମ ଲଗେଇ ଥା'ନ୍ତି?? କେମିତି ଲଗେଇ ଥା'ନ୍ତି !!ଏ ମୋ ପଣରେ ଏବେ ବି ପା' ତୁମେ ଅଛ,ଦୂରତା ଲମ୍ବି ଗଲେ କ'ଣ ହେଲା,ଏବେ ବି ମୁଁ ପା' ତୁମପାଖେ ଝୁଣ୍ଟୁଛି,ସେ ନଥିବା

ଓଡ଼ାପଡ଼ା ରେ ଜିଲ୍ଲା ପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଆଜି ଓଡ଼ାପଡ଼ା ବ୍ଲକ ପରିସର ମଧ୍ୟରେ ଜିଲ୍ଲା ପାଳ ଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଜନ ସାଧାରଣଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ଗ୍ରହଣ କରି ସେ ସବୁର ସମାଧାନ କରିବା ପାଇଁ ବିଭିନ୍ନ ବିଭାଗର

ଜାତୀୟ ରାଜପଥ ୫୩ର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ

କାମାକ୍ଷାନଗର ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ର ଆଳତୁମା ଠାରୁ ଜିରିଡାମାଳି ପର୍ଯ୍ୟନ୍ତ ରାସ୍ତା ର ଶୁଭ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆଳତୁମା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ

ସଡ଼କ ଦୁର୍ଘଟଣା ରେ ସ୍ତ୍ରୀ ମୃତ ,ସ୍ଵାମୀ ଆହତ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଢେଙ୍କାନାଳ-ଭାପୁର ରାସ୍ତାର ବଡଧୋଡା ଛକ ଠାରେ ସଡ଼କ ଦୁର୍ଘଟଣା ଘଟିଛି, ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଆହତ ହୋଇଛନ୍ତି । ସୂଚନା ମୁତାବକ ସିମିନଇ ଗ୍ରାମର ବିଭୁତି ସିଂତାଙ୍କ ପତ୍ନୀ ବାସନ୍ତୀ ଙ୍କୁ ନେଇ ବାଇକ ଯୋଗେ ନୂଆ ପାଟଣା
error: Content is protected !!