News
lipub
samparksetu
Browsing Tag

#dhenkanal #dhenkanalupdate

ଢେଙ୍କାନାଳ ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତ ପ୍ରଗତିଶୀଳ ଅନୁଷ୍ଠାନ ମାନଙ୍କ ମହାମଂଚ

ଭୌଗଳିକ ଦୃଷ୍ଟି କୋଣରୁ ଢେଙ୍କାନାଳ ରାଜ୍ୟ ରାଜଧାନୀ ନିକଟରେ ଅବସ୍ଥିତ । ସ୍ୱାଧୀନତା ଆନ୍ଦୋଳନରୁ ଏଯାବତ୍ ସ୍ୱାଧିନୋତର ବାରତ ବର୍ଷକୁ ଢେଙ୍କାନାଳର ଅବଦାନ ଅତୁଳନୀୟ । ଏଇଠି ବିଶ୍ୱର ସର୍ବକନିଷ୍ଠ ଶହୀଦ ବାଜିରାଉତ ଠାରୁ ଆରମ୍ଭ କରି ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ

ସହର ମଧ୍ୟରୁ ୧୨ଫୁଟର ଅଜଗର ଉଦ୍ଧାର

ଢେଙ୍କାନାଳ ସହରର ଖମାର ସାହିଠାରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ୧୨ଫୁଟର ଅଜଗରକୁ ଉଦ୍ଧାର କରିଛି ସାପ ଉଦ୍ଧାର କରି ଦଳ । ଏହି ୧୨ ଫୁଟର ଅଜଗର ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଂଗଲରେ ଛାଡି ଦିଆଯାଇଛି। ସୁଚନା ଅନୁଯାୟୀ ଖମାର ସାହିର ଦେବାଶିଷ ରଥଙ୍କ ଘର ଏକ ଅଜଗର ସାପ ପସି ଯାଇଥିଲା।

ମହୁଲଖୋଳିରେ ହରିଜନ ପରିବାର ଉପରେ ଆକ୍ରୋଶ ;୧୦ ହଜାର ନଦେଲେ ନିଆଁ ପାଣି ବାସନ୍ଦ,ଉପଜିଲ୍ଲାପାଳଙ୍କୁ ଫେରାଦ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଦେଓଗାଁ ଫାଣ୍ଡି ମହୁଲଖୋଳି ଗ୍ରାମରେ ପୂର୍ବ ଶତୃତାକୁ ନେଇ ଗ୍ରାମ କମିଟିର କିଛି ବ୍ୟକ୍ତି ଏକଛତ୍ରବାଦ ଶାସନ ଚଳାଇଛନ୍ତି । ବ୍ୟକ୍ତିଗତ ଶତୃତାକୁ ନେଇ ହରିଜନ ପରିବାରକୁ ୧୦ ହଜାରଟଙ୍କା ନଦେଲେ ନିଆଁପାଣି ବାସନ୍ଦ କରିବା ସହିତ ଜମିରେ ଗାତ ଖୋଳି ଦେଇଥିବା

ଶିକ୍ଷାଦାନ ର ବିକଳ ଚିତ୍ର, ଗୋଟିଏ କକ୍ଷରେ ଚାଲିଛି ପାଠପଢ଼ା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ (କ) ପ୍ରାଥମିକ ବିଦ୍ୟାଳୟ ଟି ଏବେ ବହୁତ୍ ଅବ୍ୟବସ୍ଥା ଭିତରେ ଗତି କରୁଚି । ଶିକ୍ଷାଦାନ ପାଇଁ ଯେଉଁ ମୌଳିକ ବ୍ୟବସ୍ଥା ଟିକେ ରହିବା କଥା ଏଠାରେ ନାହିଁ । କେବଳ କାଗଜ କଲମ ରେ ଏହା ଚାଲିଲା ଭଳି ମନେହୁଏ । ସରକାର

ଉତ୍କଳ ସର୍ବୋଦୟ ମଣ୍ଡଳ ଢେଙ୍କାନାଳ ଶାଖାର ସମ୍ମିଳନୀ

ଉତ୍କଳ ସର୍ବୋଦୟ ମଣ୍ଡଳ ଢେଙ୍କାନାଳ ଶାଖାର ସମ୍ମିଳନୀ ସ୍ଥାନୀୟ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଠାରେ ଜିଲ୍ଲା ସଭାପତି ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ମଣ୍ଡଳର ଜିଲ୍ଲା ସମ୍ପାଦିକା ବନିତା ସାମଲ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଓ ଆଗାମୀ ଦିନର କାର୍ଯ୍ୟ ସୂଚୀ

କାଳିପୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବି, ଆମରଣ ଅନଶନରେ ବସିଲେ କୁନି କୁନି ଛାତ୍ରଛାତ୍ରୀ

ଢେଙ୍କାନାଳ ଜିଲ୍ଳା ହିନ୍ଦୋଳ ବ୍ଲକ ନବକିଶୋର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୨୦୨୧ ମସିହାରୁ ବନ୍ଦ କରିଦିଆଯିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ପାଠ ପଢିବାରୁ ବିରତ ହେଉଛନ୍ତି । ବିଦ୍ୟାଳୟକୁ ପୁନଃ ଚାଲୁ କରିବା ପାଇଁ ବାରମ୍ବାର ଦାବି ସତ୍ୱେ କୌଣସି ଫଳ ନମଳିବାରୁ ଗ୍ରାମବାସୀ ମାନେ

ହାତୀ ଆକ୍ରମଣ ରେ ମହିଳା ଗୁରୁତର !

ହିନ୍ଦୋଳ ଫରେଷ୍ଟ ରେଞ୍ଜ ର ମାଧପୁର ଗାଁରେ ଆଜି ସକାଳୁ ଜଣେ ମହିଳା ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣ ର ଶିକାର ହୋଇଥିବାର ଖବର ଆସିଛି। ସେହି ଗାଁ ର ଦୁଲଣା ବେହେରା ଘର ପଛ ପାଖ ଆମ୍ବ ବଗିଚା କୁ ଆମ୍ବ ପାଇଁ ଯାଇ ଥିବା ବେଳେ ତାଙ୍କୁ ଏକ ଜଂଗଲୀ ଦନ୍ତା ହାତୀ ତାଙ୍କୁ

ଭାରି ଭୟଲାଗେ

ଏ ଜୀବନର ରାସ୍ତା ତବହୁତ ଲମ୍ବା ପଡିଛିହେଲେ ଭାରି ଭୟଲାଗେକେତେବେଳେ କୋଉଠିବିଏ ରାସ୍ତାରେ ତୋତେ ଛାଡ଼ି ଏକା ଚାଲିବାକୁ ହେବନି ତ ? ଭାରି ଭୟଲାଗେ ଆମଏ ସୁନେଲି ଖୁସି ଭରା ଜୀବନରରାସ୍ତାରେ କେବେ କେହି ଆମଦୁହିଁଙ୍କ ରାସ୍ତାକୁ ଅଲଗା କରିଦେବେନି ତ। ଭାରି ଭୟଲାଗେ,କେବେ ଆମ ଭିତରେ

ମନରେଗା କାର୍ଯ୍ୟରେ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ଏସଓଜି ଗ୍ରୁପ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ କଲଦା ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଏବେ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ଏସଓଜି ଗ୍ରୁପ ସଦସ୍ୟା ମାନେ । ସରକାର ଖାସ୍ କରି ଏସଓଜି ଗ୍ରୁପ ସଦସ୍ୟା ମାନଙ୍କର ଉନ୍ନତି କରଣ ଦିଗରେ ମନରେଗା ଯୋଜନାରେ ମୋ ଉପକାରୀ ବଗିଚା ନିର୍ଦ୍ଧାରିତ କରିଛନ୍ତି । ଏହି ଯୋଜନା

ଗ୍ୟାସ ପାଇପ ଲାଇନ ଠିକାଦାରଙ୍କ ମନମାନୀ : ବିପଦସଙ୍କୁଳ ଗାତକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଚାଇଁପୁର ଠାରୁ ପଞ୍ଚପଟି ରାସ୍ତାଦେଇ ଗ୍ୟାସ ପାଇପ୍ ଲାଇନ ବିଛାଇବା କାର୍ଯ୍ୟ ଚାଲୁରହିଛି । କାର୍ଯ୍ୟ କରୁଥିବା ଏହି ସଂସ୍ଥାର ଠିକାଦାର ରାସ୍ତା ପାଖରେ ବଡ ବଡ ଗାତ ଖୋଳି ଖୋଲା ଛାଡିଦେଇ ଦୀର୍ଘଦିନ ପକାଇ ରଖିବା ଯୋଗୁଁ ବ୍ୟବସାୟୀ ଏବଂ
error: Content is protected !!