News
lipub
samparksetu
Browsing Tag

#dhenkanal #dhenkanalupdate

ତୁମ ଅପେକ୍ଷାରେ

"ଆଉଥରେ ଆଜି ମୋ ମନର ସେ ଅକୁହାକଥାକୁ ତମ ଆଗେ ଖୋଲି କହିବାକୁ ଚାହୁଁଛି,ତମେ ତ ଜାଣିଛ ମୁଁ ତମକୁ କେତେ ଭଲ ପାଉଛି ।" ଦିନ ପରେ ଦିନ ଗଡ଼ିଚାଲିଛି ଆଉ ଯେତେ ଅଧିକ ସମୟ ବିତି ଚାଲିଛି, ବୋଧେ ସାପର ବିଷ ଚରିଗଲା ଭଳିଆ ଆମର ସେହି କେଇଦିନର ସମ୍ପର୍କର ମିଠା ସ୍ମୃତିସବୁ ମୋ ଭିତରେ ବଢ଼ିବଢ଼ି

ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଏନସିସି ଉଚ୍ଚ ଅଧିକାରୀ

ଢେଙ୍କାନାଳ ଜିଲ୍ଲା ମହିମାଗାଦି ସ୍ଥିତ ଯୋରନ୍ଦା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କଲେ ଏନସିସି ଉଚ୍ଚ ଅଧିକାରୀ । ବୁଧବାର ଦିନ ଏନସିସି କଟକ ଗ୍ରୁପର ଗ୍ରୁପ କମାଣ୍ଡର କର୍ନେଲ ରଜନିଷ କପୁର ଓ ୧୨ ଓଡିଶା ଏନସିସି ବାଟାଲିୟନର କମାଣ୍ଡିଙ୍ଗ ଅଫିସର ଲେପଟନାଣ୍ଟ କର୍ନେଲ ସିଦ୍ଧାର୍ଥ ଭସ୍ତାୟନ

ବହି

ଏକ ଖୁଦ୍ରଗଳ୍ପ ଏବେ ବହି ପଢାପଢି ଟିକେ କମିଗଲାଣି, ବସ୍ ରେ ପଢାପଢିତ ନାହିଁ କହିଲେ ଚଳେ । ଆଜି ସକାଳେ ଯେତେବେଳେ ବସ୍ ରେ ଉଠିଲି ଦେଖିଲି ବସ୍ ପୁରାପୁରି ଫାଙ୍କା । ଛାଡିବାକୁ ଆହୁରି କୋଡିଏ କି ପଚିଶ ମିନିଟ୍ ବାକିଥାଏ । ଅଗତ୍ୟା କାଲିରାତିରେ ଶେଷ କରିପାରିନଥିବା ବହିଟିକୁ

ବଣମଲ୍ଲୀ

କହରେ ବିଧାତା କି ଦୋଷ କରିଲିବଣେ ଫୁଟି ବଣେ ମଲି,,କଣ ସୁନ୍ଦର ନୁହେଁକି ଚେହେରା ମୋହରଆଜି ହସ ମୋ ଯାଇଛି ଚାଲି ... !! ସାରା ବରଷ ରୁ ଗୋଟିଏ ମାସରେଫୁଟାଇ ଥାଏ ମୁଁ ଫୁଲ,,ଭାରି ଆଶା ନେଇ ବଞ୍ଚିଥାଏ ମୁହିଁକେହି ଆଦରି କରିବ ଗେଲ.... !! ବାସନା ମୋହର ମଲ୍ଲୀ ର

ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ପରିସରରେ ସତ୍ୟ ଅଲେଖ ମହିମା ଧର୍ମ କୌପୁନି ଧାରୀ ମହିମା ସମାଜ ତରଫରୁ ରଘୁନାଥ ବାବା ଙ୍କ ସଭାପତିତ୍ୱରେ ମହିମାଧର୍ମ ସାହିତ୍ୟର ଆଦ୍ୟ ପ୍ରବକ୍ତା ସନ୍ଥକବି ଭୀମଭୋଇ ଜୟନ୍ତୀ ପାଳିତ ହୋଇଯାଇଛି l ପ୍ରଥମେ ଭୀମ ଭୋଇ ଙ୍କ ପ୍ରତିମୂର୍ତ୍ତି ରେ ଅଲେଖ ଡାକ

ଫାଣ୍ଡି ନିକଟରେ ବେଆଇନ କୋଇଲା ଡିପୋ ,ଅଧିକାରୀ ଚୁପ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଫାଣ୍ଡି ଅଞ୍ଚଳରେ ପୁଣି ବେଆଇନ ଚୋରା କୋଇଲା ଡିପୋ ଦିନକୁ ଦିନ ବୃଦ୍ଧି ପାଉଛି । ତାଳଚେର ରୁ ଆସୁଥିବା ଚୋରା କୋଇଲା କୁ ସରାଙ୍ଗ ଅଞ୍ଚଳରେ ଗୋଟିଏ ସ୍ଥାନରେ ଡ଼ିପୋ କରି କୋଇଲା ମାଫିଆଙ୍କ କାରବାର ଚଳାଇଛନ୍ତି ।

ମାଆ ଠାରୁ ଦୁଇ ଶିଶୁ ଅପହରଣ ଅଭିଯୋଗ,ଥାନାରେ ମାମଲା ରୁଜୁ

କାମାକ୍ଷାନଗର ଥାନା ଆଳତୁମା ଇଲେକ୍ଟ୍ରି ଛକ ନିକଟରୁ ୨ଶିଶୁକୁ ଅପହରଣ ନେଇ ଥାନାରେ ମାମାଲା ରୁଜୁ। ସୂଚନା ଅନୁଯାୟୀ, ରୀନା ସ୍ବାଇିଁ ପ୍ରଥମେ ଢେଙ୍କାନାଳ ଛାଟିଆ ଗ୍ରାମର ଆଦିତ୍ୟ ସ୍ବାଇିଁକୁ ବିବାହ କରିଥିଲେ।ବିବାହର କିଛି ବର୍ଷ ପରେ ସ୍ବାମୀ ଆଦିତ୍ବର ମୃତ୍ୟୁ ହେବା ପରେ ରିନା ଶାଶୁଘର

କେନ୍ଦ୍ର ଶିକ୍ଷ୍ୟାମନ୍ତ୍ରୀ ଙ୍କ ନବୋଦୟ ବିଦ୍ୟାଳୟ ପରିଦର୍ଶନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟକୁ ବୁଲି ଦେଖିଛନ୍ତି ମାନ୍ୟବର ଶିକ୍ଷା ,ଦକ୍ଷତା, ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଦ୍ୟାଳୟ ପରିସରରେ ସ୍ମାର୍ଟ କ୍ଲାସ ରୁମ ,ହଷ୍ଟେଲ ,ମେସ , ଲାଇବ୍ରେରୀ, ଏକାଡେମୀକ ହଲ ଆଦି ବୁଲି ଦେଖିବା

ଡିଜିଟାଲ କୌଶଳର ବ୍ୟବହାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ଏବଂ ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ ତରଫରୁ ନେତୃତ୍ୱ ବିକାଶ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ସମ୍ପର୍କିତ ଦଶ ଦିନ ବ୍ୟାପି ଦୁଇଟି ପଞ୍ଚ ଦିବସୀୟ କର୍ମଶାଳା ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ

୬ ଦିନ ହେଲା ଜଳ ଯୋଗାଣ ବନ୍ଦ, ନାଳପାଣି ଭରସାରେ ଗାଁ

ଭୁବନ ବ୍ଲକ ସୁରପ୍ରତାପପୁର ଗାଁରେ ଜଳକଷ୍ଟ ଦେଖାଦେଇଛି l ପ୍ରଚଣ୍ତ ରୌଦ୍ର ତାପ ସାଙ୍ଗକୁ ଜଳ କଷ୍ଟ ଦୁଃଖକୁ ଦ୍ବିଗୁଣିତ କରିଛି l ୬ ଦିନ ହେଲା ପାଣି ମଟର ପୋଡି ଯାଇଥିବାରୁ ଗାଁର ପାଞ୍ଚ ହଜାର ଲୋକଙ୍କ ଭରସା ପାଲଟିଛି ଡମଶାଳ ନାଳର ଚୁଆ ପାଣି l ସୂଚନାଯୋଗ୍ୟ ଗ୍ରାମରେ ବସୁଧା ଯୋଜନାରେ ରହିଛି
error: Content is protected !!