ମନରେଗା କାର୍ଯ୍ୟରେ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ଏସଓଜି ଗ୍ରୁପ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ କଲଦା ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଏବେ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ଏସଓଜି ଗ୍ରୁପ ସଦସ୍ୟା ମାନେ । ସରକାର ଖାସ୍ କରି ଏସଓଜି ଗ୍ରୁପ ସଦସ୍ୟା ମାନଙ୍କର ଉନ୍ନତି କରଣ ଦିଗରେ ମନରେଗା ଯୋଜନାରେ ମୋ ଉପକାରୀ ବଗିଚା ନିର୍ଦ୍ଧାରିତ କରିଛନ୍ତି । ଏହି ଯୋଜନା!-->…