ନାଲୁ ମାଙ୍କ ଗୁହାରୀ ଶୁଣିଲେ ସରକାର ,ଶ୍ରମ ଅଧିକାରୀ ଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ଆସିଲେ ନାଲୁ
ତେଲେଙ୍ଗାନାରେ ମରଣ ସହ ଲଢେଇ କରୁଥିବା ସୁରପ୍ରତାପପୁର ଗ୍ରାମର ଡ୍ରାଇଭର ନାଲୁ ମହାନ୍ତିଙ୍କୁ ତେଲେଙ୍ଗାନାରୁ ଢେଙ୍କାନାଳ ଶ୍ରମ ଅଧିକାରୀ ଙ୍କ ସହଯୋଗରେ କଟକକୁ ଅଣାଇ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସୁଚନା ମୁତାବକ ତେଲେଙ୍ଗାନା ରାଜ୍ୟ ମେହେବୁବ ନଗରରେ ନିର୍ମାଣାଧିନ!-->!-->!-->…