News
lipub
samparksetu
Browsing Tag

#dhenkanal #dhenkanalupdate

ମହିଳା କଲେଜରେ ତିନିଦିନିଆ ଯୁବ ରେଡକ୍ରସ ଶିବିର

ଢେଙ୍କାନାଳ ଜିଲ୍ଲା ଭୁବନ ମହିଳା ମହାବିଦ୍ୟାଳୟ ପରିଷରରେ ତିନି ଦିନିଆ ଯୁବ ରେଡକ୍ରସ ଶିବିର ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଦିଲ୍ଲିପ କୁମାର ଦାସଙ୍କ ଅଦକ୍ଷତାରେ ଅନୁଷ୍ଟିତ ଶପଥ ପାଠ ଉତ୍ସବରେ ୫ଟି ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଯୋଗ ଦେଇଛନ୍ତି । ଭୁବନ ବାଜିରାଉତ

ଯମୁନାକୋଟରେ ମେଗା ସ୍ୱାସ୍ଥ୍ୟ ଶିବିର

ଲିଭରପେସେ ଫାଉନଣ୍ଡେସନ ସଂସ୍ଥା ଦ୍ୱାରା ଭୁବନ ବ୍ଲକ ଯମୁନାକୋଟ ଠାରେ ନିଶୁଲ୍କ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୂର୍ବତନ ସରପଚଂ ନଟବର ସାହୁଙ୍କ ସକ୍ରିୟ ସହଯୋଗ କ୍ରମେ ସ୍ଥାନୀୟ ଉପ୍ରା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ସ୍ୱାସ୍ଥ୍ୟ ସେବା ଶିବିର । ଏହି

ମାଳପୁରାରେ ମେଗା ଜଳ ପ୍ରକ୍ଲପ ଶିଳାନ୍ୟାସ

ଢେଙ୍କାନାଳ ଜିଲ୍ଲାର ଦୁଇଟି ବ୍ଲକର ୩୩ଟି ଗ୍ରାମପଚାଂୟତକୁ ଘରେଘରେ ପାନୀୟ ଜଳ ଯୋଗାଣ ନିମନ୍ତେ ୧୨୦ କୋଟି ଟଙ୍କାବ୍ୟୟରେ ମାର୍ଥାପୁର ପଚାଂୟତର ମାଳପୁରା ଗ୍ରାମ ଠାରେ ମେଗା ଜଳ ପ୍ରକ୍ଲପ ର ଶୁଭ ଶିଲାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳଙ୍କ ଅଧକ୍ଷତାରେ ଅନୁଷ୍ଠିର

ଦେଶର ପ୍ରଥମ ଷ୍ଟିଲ୍ କମ୍ପାନୀ ଭାବରେ ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ସିମେ୍ ପ୍ରସ୍ତୁତି ପାଇଁ ବାଂଲାଦେଶକୁ ଏଲ୍‌ଡି…

ଢେଙ୍କାନାଳ ଜିଲ୍ଲା ସ୍ଥିତ ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଧାମରା ବନ୍ଦର ଦେଇ ବାଂଲାଦେଶକ ବଜାରକୁ ୯ ହଜାର ଟନ୍ (କେଟି)ର ଏଲ୍‌ଡି ସ୍ଲାଗ୍ ରପ୍ତାନୀ କରାଯାଇଛି । ପ୍ରଥମ ଥର ପାଇଁ ଭାରତରୁ ବାଂଲାଦେଶକୁ ଏଲ୍‌ଡି ସ୍ଲାଗ୍ ରପ୍ତାନୀର ଏହି ପ୍ରୟାସ ଯୋଗୁଁ କମ୍ପାନୀ ଏକ ନୂତନ ମାଇଲଖୁ ହାସଲ

ବୃଦ୍ଧା ନିଖୋଜ

ଢେଙ୍କାନାଳ ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ବୋରlପଦା ଅଞ୍ଚଳର ୮୨ ବର୍ଷୀୟା ବୃଦ୍ଧା ନୟନ ସେନାପତି ଗତ ୧/୧୧/୨୧ ସୋମବାର ସକାଳ ଦଶଟା ବେଳେ ନିଜ ବେଉସା ଦୀପାବଳି ଉପଲକ୍ଷେ ଦ୍ୱୀପ ପୋଡିବା ପାଇଁ ଖଜୁରୀ ଡାଙ୍ଗ ଆଣିବାପାଇଁ ବିଲ ବାହାଳକୁ ଯାଇଥିଲେ l ମାତ୍ର ଦ୍ୱିପ୍ରହର ଖାଇବା ସମୟରେ

ଆଶା କର୍ମୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ !

ଢେଙ୍କାନାଳ ଜିଲ୍ଲା ଗଁଦିଆ ବକ୍ଲ ର କାଲୁରିଆ ଗ୍ରାମପଞ୍ଚାୟତ ର ଠାକୁରାପାଳ ଗ୍ରାମର ଆଶା କର୍ମୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ। ଗତ ଶନିବାର ଦିନ ତା ୩୦.୧୦.୨୦୨୧ ରିଖରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି କାଲୁରିଆ ଗ୍ରାମପଞ୍ଚାୟତ ର ଠାକୁରାପାଳ ଗ୍ରାମର ଆଶା କର୍ମୀ ଶ୍ରୀମତୀ ମିନତୀ

କେନାଲରେ ପାଣି ବନ୍ଦ କରିବାକୁ ଦାବି

ଢେଙ୍କାନାଳ ଜିଲ୍ଲାର ଉତ୍ତର ପାଶ୍ୱରେ ରେଙ୍ଗାଳୀର ବାମ ମୁଖ୍ୟ କେନାଲ ପ୍ରବାହିତ । ଏହି କେନାଲ ର ଓଡିଶ ଠାରୁ ବାହରିଛି ଭୁବନ ଶାଖା କେନାଲ । ଏହି କେନାଲରେ ପାଣି ବନ୍ଦ କରିବାକୁ ବାମ ମୁଖ୍ୟ କେନାଲର ନିର୍ବାହୀ ଯନ୍ତ୍ରୀ ଦେୀପକ କୁମାର ବେହେରାଙ୍କୁ ଚାଷୀ ମାନେ ଜଣାଇଛନ୍ତି । ଗର୍ଭଣ।

ଗ୍ୟାସ ପାଇପ ଲାଇନ କାମରେ ଚାଷ ଜମି ନଷ୍ଟ

ରେଙ୍ଗାଳୀ ବାମ ମୁଖ୍ୟ କେନାଲର ଭୁବନ ଶାଖା କେନାଲର ଭଦଳିଆ ପଶି ମୈାଜାରେ ସାନପଶି ଠାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ ହୋଇଛି । ଗେଲ ଇଣ୍ଡିଆ ପକ୍ଷରୁ ଗ୍ୟାସ ପାଇପଲାଇନ କାମ ନେଇଥିବା ପେଟି ଠିକାଦର ଶଙ୍କର ଏରପ୍ରାଇଜର ଏହି ଅସ୍ଥାୟୀ ପୋଲଟି ନିର୍ମାଣ କରିଥିବା ଜଣାଯାଇଛି । କେନାଲ ତଳେ ପାଇପ

ସଡ଼କ ଦୁର୍ଘଟଣାରେ ତିନି ଗୁରୁତର!

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗାଁ ନିକଟରେ ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଦୁର୍ଘଟଣାରେ OR05AN0979 ନମ୍ବର ଇଣ୍ଡିକା, OD02AA1878 ସେଭ୍ରୋଲେଟ କାର ଓ OD06A7928 ପାସନ ପ୍ଲସ ବାଇକ୍ ଭାରସାମ୍ୟ

ଭାରସ୍ୟାମ ହରାଇ କେନାଲ ପାଣିରେ ବୁଡିଲା କାର ; ଚାଳକ ମୃତ

ପରଜଙ୍ଗ ଥାନା କୁଲେଈ ଗେଙ୍ଗୁଟିଆ ଦେଇ ଯାଇଥିବା ରେଙ୍ଗାଳି କେନାଲ ପାଣିରେ ତିନି ଦିନ ଧରି ବୁଡ଼ି ରହିଥିଲା ଏକ କାର୍ ଗାଡ଼ି । ସୂଚନା ମୁତାବକ ଗାଡ଼ି ଟି ଭାରସ୍ୟାମ ହରାଇ କେନାଲ ପାଣିରେ ପଡିଯାଇଥିଲା ଫଳରେ ପାଣି ସ୍ତର ଅଧିକ ଥିବାରୁ ଚାଳକ ଜଣକ ଗାଡ଼ି ଭିତରେ ଫସି ରହିଥିଲେ ,ଫଳରେ ତାଙ୍କର
error: Content is protected !!