News
lipub
samparksetu
Browsing Tag

#dhenkanal #dhenkanalupdate

ଦୋକାନ ଘର ଜାଳିଦେଲେ ଦୁର୍ବୃତ୍ତ !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ବାଟତାରିଣୀ ନିକଟରେ ପ୍ରଦିପ୍ତ ପୃଷ୍ଟି ଏକ ପାନ ଦୋକାନ ଦେଇ ବେଶ କିଛି ବର୍ଷ ହେଲା ପରିବାର ପ୍ରତିପୋଷଣ କରିଆସୁଥିଲେ । ସ୍ତ୍ରୀ ଓ ପୁଅକୁ ନେଇ ଏହି ଦୋକାନରେ ରହୁଥିଲେ କିନ୍ତୁ ଦିପାବଳୀ ଥିବାରୁ ନିଜ ଘରକୁ ଚାଲିଯାଇଥିଲେ ଏହାର

କୂଅରେ ପଡି ମହିଳା ମୃତ !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦାମୋଦରନାଳୀ ଗ୍ରାମରେ କୂଅରେ ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସେହି ଗ୍ରାମର ରଶ୍ମିତା ସ୍ୱାଇଁ । ରଶ୍ମିତା ୧୦ ବର୍ଷ ପୂର୍ବେ ଠାକୁରପାଳ ଗ୍ରାମର ହରିହର ସ୍ୱାଇଁ ଙ୍କୁ ବିବାହ କରିଥିଲେ ।ତାଙ୍କର ୨ଟି ସନ୍ତାନ ଥିବା ବେଳେ ସ୍ଵାମୀ

ପରଜଙ୍ଗ ବଜାର ମଧ୍ୟରେ ଯାଇଥିବା ୫୩ ନଂ ଜାତୀୟ ରାଜପଥ ଶୋଚନୀୟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାର ମଧ୍ୟରେ ଯାଇଥିବା ୫୩ନମ୍ବର ଜାତୀୟ ରାଜପଥ ଶୋଚନୀୟ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ଏଥି ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ମରାମତି ହେଉନଥିବାରୁ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ଯାନବାହାନ ଚଳାଚଳ କରିବାରେ ନାହିଁ ନଥିବା ଅସୁବିଧାର

ପୋଲିସ ବାଇକ ପୋଡି ଘଟଣା ;ଦୁଇଜଣ ଗିରଫ

ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ବଜାରରେ ୩ତାରିଖ ରାତି ରେ ବାଇକ ପୋଡି ଅଭିଯୋଗ ରେ ନିହାଲପ୍ରସାଦ ପୋଲିସ ଏଥିରେ ସଂମ୍ପୃକ୍ତ ଦୁଇଜଣ କୁ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ , ୩ତାରିଖ ରାତିରେ ନିହାଲପ୍ରସାଦ ପୋଲିସ ପେଟ୍ରୋଲିଂ ରେ ପିଙ୍ଗୁଆ କୁ ଯାଇଥିଲା ଉକ୍ତ ବଜାରରେ ବେଆଇନ

ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା NEET ରେ ଢେଙ୍କାନାଳ ପୁଅ ର ସଫଳତା

ଡାକ୍ତରୀ ଶିକ୍ଷାରେ ନାମଲେଖା ନିମନ୍ତେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା NEET - ୨୦୨୧ ରେ ଓଡ଼ିଶା ଢେଙ୍କାନାଳ ଜିଲ୍ଲାର ସନ୍ତାନ ମୋଟ ୭୨୦ ମାର୍କ ରୁ ୬୦୭ ମାର୍କ ରଖିଛନ୍ତି । ସର୍ବଭାରତୀୟ ସ୍ତରରେ ଭୁବନ ଏନଏସି ବଡ଼ହାଟ ଅଂଚଳ ର ସୁରେନ୍ଦ୍ର କୁମାର ସାହୁ ପୁଅ

ହିନ୍ଦୋଳ ପଂଚାୟତ ସମିତିର ଚତୃଦଶ ତମ ବୈଠକ

ହିନ୍ଦୋଳ ପଂଚାୟତ ସମିତିର ଚତୃଦଶତମ ବୈଠକ ଆଜି ହିନ୍ଦୋଳ ବ୍ଲକର ବିଜୁସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରିୟରଞ୍ଜନ ମାହୁନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ମୁଖ୍ୟ ଅତିଥି, ହିନ୍ଦୋଳ ବିଧାୟିକା ଶ୍ରୀମତୀ

ପଞ୍ଚାୟତର ଜିଆରଏସଙ୍କ ନାମରେ ଅଭିଯୋଗ ଆଣିଲେ ହିତାଧିକାରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତରୁ ଗ୍ରାମ ରୋଜଗାର ସେବକ(ଜିଆରଏସ)ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଅମିତା ସାହୁ ଚଞ୍ଚକତା କରି ଲେବର ଟଙ୍କା ହଡପ କରିଥିବା ନେଇ ଅଭିଯୋଗ କରିଛନ୍ତି ହିତାଧିକାରୀ । କେବଳ ସେତିକି ନୁହେଁ ଜଣେ

ତୃଟିପୂର୍ଣ୍ଣ ରାସ୍ତା କାର୍ଯ୍ୟ ପାଇଁ ବର୍ଷା ଋତୁରେ ରାସ୍ତା ପାଲଟୁଛି ଜଳାଶୟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସନ୍ଥପୁର ପଞ୍ଚାୟତର ଏକ ନମ୍ବର ଓ୍ବାର୍ଡଠାରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ରାସ୍ତା ଉପରେ ପାଣି ଜମି ରହୁଛି। ଏହି ରାସ୍ତାଟି ଉପରେ ମାଧପୁର ଠାରୁ ମାର୍ଥାପୁର ପର୍ଯ୍ୟନ୍ତ ଗାଁ ର ଲୋକ ଯିବାଆସିବା କରନ୍ତି। ଲଗାଣ ବର୍ଷା ସମୟରେ କୃତ୍ରିମ ଜଳାଶୟ ପରି

ଗର୍ଭବତୀ ଦ୍ଵିତୀୟ ପତ୍ନୀ ଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ସ୍ୱାମୀ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିନ ପଙ୍ଗାତିରା ଗ୍ରାମର ପ୍ରେମିକ ସତ୍ୟାନନ୍ଦ ନାଏକ(୩୬) ପୁର୍ବରୁ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଏହି ତଥ୍ୟ ଗୁପ୍ତ ରଖି, ସତ୍ୟାନନ୍ଦ ଦ୍ୱିତୀୟ ଥର ଅନଗୁଳ ଜିଲ୍ଲା ବନରପାଳ ଥାନା ଅନ୍ତର୍ଗତ ନାରାୟଣଚନ୍ଦ୍ରପୁର ଗାଁ ର
error: Content is protected !!