‘ପରଶ୍ରୀକାତରତା’
ପରିବାର ହସିଉଠେ ଯଦି ପରିବାର ବର୍ଗଙ୍କ ମଧ୍ଯରେ ସୁସମ୍ପର୍କ, ଆନନ୍ଦ, ହସ, ଖୁସି ଏବଂ ଉତ୍ସାହ ଥାଏ। ଏଠାରେ ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ ଓ ସମସ୍ତେ ପରସ୍ପର ପ୍ରତି ସହାନୁଭୂତି ଶୀଳ ହୋଇ ରହି ଥାଆନ୍ତି ।
ଯେତେବେଳେ ପରସ୍ପର ଭିତରେ ଈର୍ଷା, ଦ୍ବେଷ ବା ପରଶ୍ରୀକାତରତା ବାସ କରେ!-->!-->!-->…