ଟଙ୍କା ନଦେବାରୁ ବାପାକୁ ହାଣିଲା ପୁଅ !
ଟଙ୍କା ନଦେବାରୁ ବାପାକୁ ହାଣିଲା ପକାଇଲା ପୁଅ, ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ପାରିଖେଦା ଗ୍ରାମରେ ଗୁରୁତର ବାପାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ବାପାକୁ ହାଣିବା ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି।
ସୂଚନା ଯୋଗ୍ୟ କି , ପୁଅ ଲିଙ୍ଗା ନାୟକ ମଦ୍ୟ ପାନ!-->!-->!-->…