ଭତ୍ତା ଅପେକ୍ଷାରେ ଗୋଲାପ
ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ଗ୍ରାମର ଗୋଲାପ ପାତ୍ର ବୟସ ୪୭ ସେ ଜଣେ ଅବିବାହିତ ମହିଳା। ସେ ସରକାରଙ୍କ ପ୍ରଦତ୍ତ ଭତ୍ତା ପାଇବାରୁ ବଞ୍ଚିତ୍ତ ହୋଇଥିବା ବେଳେ ,ବାରମ୍ବାର ଗୁହାରି କରିଲେ ମଧ୍ଯ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି।
ସରକାରଙ୍କ ଯୋଜନା ଅନୁଯାୟୀ ବିଧବା,ଭିନ୍ନକ୍ଷମ,!-->!-->!-->…