News
lipub
samparksetu
Browsing Tag

#dhenkanal #dhenkanalupdate

ମହିଳାଙ୍କୁ ଆକ୍ରମଣ , ଥାନାରେ ଏତଲା

ଭୁବନ ଏନ୍ ଏ ସି ରେ ମହିଳାଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଭୁବନ ଏନଏସି ଓ୍ବାର୍ଡ ନମ୍ବର ୩ରେ ଗୋପାଳ ସାହି ନିକଟରେ। ସୂଚନା ଅନୁଯାୟୀ , ଘର ରାସ୍ତାରେ ଅଳିଆ ଆବର୍ଜନା ପଡିବାକୁ ନେଇ ତନୁଶ୍ରୀ ସାହୁ ବଡ ଜାଆ ତଥା ପୂର୍ବତନ ନଗରପାଳ ସରୋଜ ନଳିନୀ

ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ମହୁଲଖୋଳି ଗ୍ରାମରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତ କାଲି ରାତିରେ ସମୟରେ ମହୁଲଖୋଳି ଗ୍ରାମ ଭିତରେ ପଶି ହାତୀ ଟି ସୁଦ୍ଧିର ବେଉରା ଘର ଭାଙ୍ଗିବା ସହ ଘର ଭିତରୁ ଅମଳ କରି ରଖିଥିବା ଧାନ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ

ହାତୀ ଆକ୍ରମଣରେ ଜଣେ ଆହତ

ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧିନ କୋତମ ଗ୍ରାମ ପଞ୍ଚାୟତର କୋଟବେରେଣା ଗ୍ରାମର ନାକଫୁଡି ଦେହୁରୀ (୫୯) ଙ୍କୁ ହାତୀ ଆଜି ଦିନ ୧୨.୩୦ମିନିଟରେ କଚାଡି ଦେଇଥିଲା। ସୂଚନା ଅନୁଯାୟୀ , ନାକଫୁଡି ଛେଳି ଚରାଇବାକୁ କୋଟବେରେଣା ଗ୍ରାମର କିଆପତିନି ରାସ୍ତାରେ ଯାଉଥିବା ସମୟରେ

କୁନିଦା ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ,ପ୍ଲାଷ୍ଟିକ ରଶିରେ ତଣ୍ଟି ଚିପି ମାରିଥିଲା ପ୍ରେମିକ

ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମରେ ଗତ ସୋମବାର ମକର ସଂକ୍ରାନ୍ତି ଦିନ ଜନୈକା କଲେଜ ପଢୁଆ ଯୁବତୀ ଙ୍କ ର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଭୁବନ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତ ଆସାମୀ ( ମୃତା ଛାତ୍ରୀ ଙ୍କ ପ୍ରେମିକ) କୁ ଗିରଫ କରି ସାମ୍ବାଦିକ ସମ୍ମିଳନୀ ରେ ଏହି

ପଥର ଖଣି ପାଣିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବଦାଳୁ ଗ୍ରାମ ପଞ୍ଚାୟତ ଅଧୀନ ଜାମୁଚକଟା ଗ୍ରାମ ନିକଟସ୍ଥ ଏକ ପୁରୁଣା ପଥର ଖଣି ପାଣିରୁ ଜଣେ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ , ଗତ ୧୬ ତାରିଖ ଦିନ ଜାମୁଚକଟା ଗ୍ରାମର ଅଗାଧୁ ମହାରଣା ୬୫ ବର୍ଷ ନାମକ ଵୃଦ୍ଧ

ପଂଚାୟତ କାର୍ଯ୍ୟାଳୟରେ ଭତା ଟଙ୍କା ବଣ୍ଟନ ବେଳେ ଟଙ୍କା ଚୋରି

ଗତକାଲି ଗଁଦିଆ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଉକ୍ତ ବ୍ଲକ ଅଧୀନ ପୋରୁହଖୋଜ ଗ୍ରାମ ପଂଚାୟତରେ ମାସିକ ଭତା ଟଙ୍କା ବଣ୍ଟନ ବେଳେ ଉକ୍ତ ସ୍ଥାନରୁ ଟଙ୍କା ଚୋରି ହୋଇଯାଇଛି। ପଂଚାୟତ ନିର୍ବାହୀ ଅଧିକାରୀ ମଧୁ ସୁଦନ କର ଓ ଗ୍ରାମ ରୋଜଗାର ସେବିକା ଝୁନୁ ବାଳା ବାରିକ ଭତା ଟଙ୍କା ବଣ୍ଟନ

ମେଡ଼ିସିନ ସେଲ୍ସମ୍ୟାନଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ମେଡିକାଲ ଛକ ନିକଟରେ ଜଣେ ମେଡ଼ିସିନ ସେଲ୍ସମ୍ୟାନଙ୍କ ଠାରୁ ୧ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଲୁଟର ଶିକାର ହୋଇଛନ୍ତି ଢେଙ୍କାନାଳ ଆରଏସ ଟ୍ରେଡ଼ର୍ସର ସେଲ୍ସମ୍ୟାନ ପ୍ରକାଶ ଚନ୍ଦ୍ର ବେହେରା। ପ୍ରକାଶ ଷ୍ଟକିଷ୍ଟରୁ

ନାବାଳକ ମୃତ୍ୟୁକୁ ବର୍ଷେ ପୁରିଲା ,ଅଭିଯୁକ୍ତକୁ ଗିରଫ କରିବାକୁ ଦାବି

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କାଣ୍ଡବିନ୍ଧା ଗ୍ରାମର ଜନୈକ ନାବାଳକକୁ ପିଟି ପିଟି ମାରିଦେବା ଘଟଣାରେ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା । ଘଟଣାରେ ଜଡିତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରାଯାଇଛି । ସଦର ଥାନା କାଣ୍ଡବିନ୍ଧା ଗ୍ରାମର ଶ୍ରୀନାଦ ପାତ୍ରଙ୍କ ଅଭିଯୋଗ ଅନୁସାରେ ଗତ

ଜିଲ୍ଲାରେ ବ୍ୟାଣ୍ଡ ଦଳଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଢେଙ୍କାନାଳ ସହରରେ ଥିବା ମାଆ ଦକ୍ଷିଣକାଳୀ ବ୍ୟାଣ୍ଡ ପାର୍ଟି ମାଲିକ ସଙ୍ଘ ତରଫରୁ ବ୍ୟାଣ୍ଡ ପାର୍ଟି ମାଲିକ ମାନଙ୍କ ପ୍ରତି ହେଉଥିବା ଲାଇସେନସ ନବୀକରଣ,ରେଜିଷ୍ଟ୍ରେସନ ପାଇଁ ସରକାରୀ ଦେୟ ବାଦ ଅଧିକ ଦେୟ ନିଆଯାଉଥିବା ବେଳେ ବ୍ୟାଣ୍ଡପାର୍ଟି ମାଲିକ ଏବଂ ସେମାନଙ୍କ ସମ୍ପତ୍ତି ସୁରକ୍ଷା ପ୍ରତି

ଅବକାରୀ ଓ ପୋଲିସ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗରେ ଥାନା ଘେରିଲେ ଶତାଧିକ ମହିଳା ଓ ପୁରୁଷ

କଙ୍କଡାହାଡ଼ ଥାନା ଘେରିଲେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ। ଗତ ୧୦ ତାରିଖ ଦିନ କାମାକ୍ଷାନଗର ଅବକାରୀ ପୋଲିସ ଓ କଙ୍କଡାହାଡ଼ ପୋଲିସ ମିଳିତ ଭାବେ ବାଲିକୁମା ଗାଁରେ ମଦ ଉପରେ ଚଢ଼ାଉ କରିଥିଲେ। ତେବେ ସେଠାରେ ଜୈନିକା ମହିଳାଙ୍କୁ ପୋଲିସ ଓ ଅବକାରୀ କର୍ମଚାରୀ ମାନେ ଅସଦାଚରଣ କରିଥିବା
error: Content is protected !!