News
lipub
samparksetu
Browsing Tag

#dhenkanal #dhenkanalupdate

ଢେଙ୍କାନାଳ ସଚେତନ ନାଗରିକ ପକ୍ଷରୁ ରାଷ୍ଟ୍ରୀୟ ମହିଳା ଦିବସ ପାଳିତ

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଡି ସି ସି ପ୍ଲେ ସ୍କୁଲ ପରିସରରେ ସ୍ୱାଧୀନ ଭାରତର ପ୍ରଥମ ମହିଳା ରାଜ୍ୟପାଳ ସରୋଜିନୀ ନାଇଡ଼ୁଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ତାଙ୍କର ମହାନ କାର୍ଯ୍ୟ ଦକ୍ଷତା ଯୋଗୁଁ ଆଜିର ଦିନକୁ ଭାରତ ବର୍ଷ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳନ

କୃଷି ଅଧିକାରୀଙ୍କ ପ୍ରସଂଶନୀୟ କାମ, ଅସନ୍ତୁଷ୍ଟ ଚାଷୀଙ୍କୁ ନିଜେ ସାର, ଔଷଧ ଯୋଗାଇ ଦେଲେ

ଢେଙ୍କାନାଳ ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତର କିଛି ଚାଷୀ ସ୍ଥାନୀୟ ପଞ୍ଚାୟତର କୃଷକ ସାଥୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ସମାଜସେବୀକା ଶ୍ରୀମତୀ ପ୍ରିୟଦର୍ଶିନୀ ମହାପାତ୍ର ଓ କୃଷି ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ସିଂହଙ୍କୁ ଭେଟିଥିଲେ। ସରକାରୀ ବିହନ, ଔଷଧ ଓ ସାର

ହିନ୍ଦୋଳରେ ଆପ୍ ର କର୍ମୀ ସମାବେଶ

ହିନ୍ଦୋଳରେ ଆପ୍ ର କର୍ମୀ ସମିଳନୀ ରାତ୍ନେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୋଳ ନିର୍ବାଚନ ଅଧ୍ୟକ୍ଷ ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ସଂଗଠନ କୁ ସୁଦୃଢ କରିବା, ହିନ୍ଦୋଳ ବିଜ୍ଞାପିତ ଅଂଚଳ ଓ ବ୍ଲକର ବିଭିନ୍ନ ସମସ୍ୟାକୁ ସରକାରଙ୍କ ପାଖରେ

ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫେରାଦ

ଆଧୁନିକ ଯୁଗରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏକ ଅପରିହାର୍ଯ୍ୟ। ଛାତ୍ର ଛାତ୍ରୀମାନଙ୍କ ପାଠ ପଢା ଠାରୁ ଆରମ୍ଭ କରି ଉତ୍ତୀର୍ଣ୍ଣ ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା ସମୟରେ ଏହାର ଆବଶ୍ୟକତା ଅନୁଭବ କରି ସରକାର ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ହେବା ସହ କୋଟି କୋଟି ଟଙ୍କା

ଶେଷ ହେଲା ପରଜଙ୍ଗ ଉପନିର୍ବାଚନ ; ଭୋଟ ବାକ୍ସରେ ବନ୍ଦ ପ୍ରାର୍ଥୀଙ୍କ ଭାଗ୍ୟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନମଣ୍ଡଳୀ ୩ ନଂ ଜୋନ୍ ଜିଲ୍ଲାପରିଷଦ ଉପନିର୍ବାଚନ ଓ ଜୟପୁରାକାଟେଣୀ ପଞ୍ଚାୟତ ସରପଞ୍ଚ ପଦବୀ ପାଁଇ ଆଜି ସକାଳ ୭ଟା ରୁ ମତଦାନ ଆରମ୍ଭ ହୋଇଯାଇଥିଲା । ଏଥିପାଇଁ ପ୍ରାର୍ଥୀ ଓ ଭୋଟର ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା , ତେବେ ୩ନଂ ଜିଲ୍ଲାପରିଷଦ

ଚିକିତ୍ସା ପାଇଁ ସହଯୋଗ ଲୋଡିଛନ୍ତି ବଳରାମ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡଙ୍ଗୀ ପଞ୍ଚାୟତ ନୀଳକଣ୍ଠ ପୁର ଶାସନର ବଳରାମ ବିରୁଆ। ଆଦିବାସୀ ସମ୍ପ୍ରଦାୟର ଜଣେ ଦିନ ମଜୁରୀଆ, ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଗରିବ ହେଲେ ବି ହସଖୁସିରେ ଜୀବନ ଚାଲି ଆସିଥିଲା। ଗତବର୍ଷ କରୋନା ଲକଡାଉନ ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା

ସହିଦ ବାଜିରାଉତ ଙ୍କ ଗ୍ରାମ ହେବ ଦ୍ବିତୀୟ ସାବରମତି !

ପୃଥିବୀର ସର୍ବ କନିଷ୍ଠ ସହିଦ ବୀର ବାଜି ରାଉତ ଙ୍କର ଜନ୍ମ ମାଟିକୁ ୨ ସାବରମତୀ ଭାବେ ଗଢିତୋଳାଯିବ ବୋଲି ଓଡିଶା ଭାଷା ସାହିତ୍ଯ ଓ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି କହିଥିଲେ। ପ୍ରଥମେ ବାଜି ରାଉତ ସ୍ମୃତି ପରିଷଦ ଭୁବନ ପ୍ରସାଶନ ପକ୍ଷରୁ ଶ୍ରୀ

ଆଦିବାସୀ ସମ୍ପ୍ରଦାୟର ଜଟିଆ ଭତ୍ତା ଅପେକ୍ଷାରେ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷୋରିସିଆପଦା ପଞ୍ଚାୟତର ଗାଁ ଗୁଡିକ କପିଳାସ ଜଙ୍ଗଲ ଭିତରେ ଅବସ୍ଥିତ। ପ୍ରଶାସନିକ ଅଧିକାରୀଙ୍କ ପାଦ ଏ ଗାଁରେ କେବେ ପଡେ ନାହିଁ। ଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ଅଛି ହେଲେ ସ୍କୁଲରେ ପିଲାଙ୍କ ପାଦ ପଡ଼େ ନାହିଁ। ସଚେତନ ଅଭାବରୁ ଓ ପ୍ରଶାସନର ଅବହେଳାରୁ

କମ୍ପାନୀ ଆଗରେ ଧାରଣାରେ ବସିଲେ ୬ଟି ପଞ୍ଚାୟତ ର ବାସିନ୍ଦା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇ ଠାରେ ଥିବା ଜିଏମ ଆଇରନ ଓ ଷ୍ଟିଲ କୋ. ଲିମିଟେଡ କମ୍ପାନୀ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବାରମ୍ବାର ଅଭିଯୋଗ ଆଣୁଛନ୍ତି। ସ୍ଥାନୀୟ ବିଧାୟକଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି

ସ୍ବାମୀ ଚାଲିଗଲା ପରେ ୪ସନ୍ତାନ ଙ୍କୁ ନେଇ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ଶାନ୍ତି !

ସ୍ବାମୀ ଛାଡି ଆରପାରିକୁ ଚାଲିଗଲେ ତା ବାଦେ ଚାରି ସନ୍ତାନଙ୍କ ଲାଳନପାଳନ ବୋଝ ଉପରେ ଲଳିତା ବିଡା ସଦୃଶ। ନିଜେ ନଖାଇ ଚାରି ପିଲାଙ୍କ ପେଟ ପୁରାଇବାରେ ଅକ୍ଷମ ଶାନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୁସୁମଯୋଡି ପଞ୍ଚାୟତ ଶାଳପଡା ହରିଜନ ବସ୍ତିର ସ୍ବର୍ଗତ ମାର୍କଣ୍ଡ ନାଏକଙ୍କ
error: Content is protected !!