ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ରେ ଜଣେ ମୃତ
ଢେଙ୍କାନାଳ ସହର ସ୍ଥିତ କୁଞ୍ଜକାନ୍ତ ଉତ୍ତର ମଧୁବନ ଅଞ୍ଚଳରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ଉତ୍ତର ମଧୁବନରେ ରହୁଥିବା ବିଶ୍ୱଜିତ ରାଉତରାୟଙ୍କ ଘରେ କାଶୀରାମ ରଥଙ୍କ ପୁଅ ଶମ୍ଭୁନାଥ ରଥ(୫୫) ଭଡା ନେଇ ରହୁଥିଲେ ।
!-->!-->…