ପାରିବାରିକ କଳହରୁ ଆତ୍ମହତ୍ୟା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଘଟିଛି ଅଘଟଣ । ଆଜି ସକାଳ ୭ ଘଟିକା ସମୟରେ ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନଏସି ର ୱାର୍ଡ ନଂ -୩ ଅମଲାପଡା ସ୍ଥିତ ଭଡା ଘରେ ଜଣେ ଓଡିଶା ବାହାର ଶ୍ରମିକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି ।
ହିନ୍ଦୋଳ ଏନଏସି ରେ ଶ୍ରମିକ ଭାବରେ!-->!-->!-->…