ଗ୍ରାମୀଣ ଡାକ ସେବକ ସଙ୍ଘର ଧର୍ମଘଟ
ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ଡାକ ସେବା ପକ୍ଷରୁ ୫ ଦଫା ଦାବି ନେଇ କର୍ମଚାରୀ ମାନେ ଧାରଣାରେ ବସିଲେ ।୫ ଦଫା ଦାବି ମଧ୍ୟରେ ୫ ଲକ୍ଷ ଟଙ୍କା ବୀମା ରାଶି ବୃଦ୍ଧି,ଦୈନିକ ୮ ଘଣ୍ଟା କାର୍ଯ୍ୟ କରିବା, ୧୨ ବର୍ଷରେ ପଦୋର୍ଣ୍ଣତି ଲାଗୁକରିବା ଏବଂ ଲକ୍ଷ୍ୟ ପୂରଣ ନାମରେ ଅଧିକ ସମୟ ଖଟେଇବା ବନ୍ଦ!-->…