ଜିଲ୍ଲା ଇ.ପି.ଏଫ୍ ପେନସନ ସଂଘ ତରଫରୁ ପ୍ରଧାନ ମନ୍ତ୍ରୀଙ୍କୁ ଦାବିପାତ୍ର
ଇ.ପି.ଏଫ୍ ପେନସନ ଭୋଗି ରାଜ୍ୟ ସଂଘ ଆହ୍ବାନ କ୍ରମେ ଆଜି ଇ.ପି.ଏଫ୍ ଦିବସ କୁ ଦାବି ଦିବସ ରୂପେ ଢ଼େଙ୍କାନାଳ ଜିଲ୍ଲା ଶାଖା ପାଳନ କରିଛନ୍ତି । ୧୯୯୫ ମସିହା ନଭେମ୍ବର ୧୬ ତାରିଖ ଠାରୁ ଇ.ପି.ଏଫ୍ ପେନସନ ଭୋଗି ମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଅତି ନଗନ୍ୟ ପେନସନ ମାସିକ ୩୦୦ ଟଙ୍କାରୁ!-->…