ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା ; ପ୍ରେମିକ ମୃତ ,ପ୍ରେମିକା ଗୁରୁତର
ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗ୍ରାମରେ ଅଘଟଣ ,ପ୍ରେମରେ ଅସଫଳ ହୋଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, ପ୍ରେମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଅରାତଇଲା ଗ୍ରାମ ନିକଟ ଆମ୍ବଗଛ ଆମୂହତ୍ୟା ଉଦ୍ୟମ!-->…