News
lipub
samparksetu
Browsing Tag

#dhenkanal #dhenkanalupdate

ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଯୁବକ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଜରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜରଡ଼ା ଠାରେ ଘଟିଛି ଏକ ନାରକୀୟ କାଣ୍ଡ। ସୂଚନା ଅନୁଯାୟୀ , ଜରଡା ଗ୍ରାମର ସରୋଜ କୂମାର ପାଢ଼ୀ (୫୦) ଆଜି ଗ୍ରାମ ନିକଟସ୍ଥ ଆଶ୍ରମରେ ଫୁଲତୋଳୁଥିବା ସମୟରେ ଦୁଇ ଦୁର୍ବୃତ୍ତ ଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଆହତ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଛି । ଟିଏସ୍‌ଏଫ୍ ପକ୍ଷରୁ ୨୦୨୩ ନଭେମ୍ବର ୧୪ରେ ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ୍‌ର ମଙ୍ଗଳପୁର ଗ୍ରାମରେ ଏକ ମଲ୍‌ଟି ସ୍ପେସିଆଲିଟି (ବହୁମୁଖୀ) ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ

ନାଳରେ ବୁଡି ଯୁବକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଞ୍ଚାୟତ କଲଦା ଗ୍ରାମର ହାଡିବନ୍ଧୁ ଦେହୁରୀ ଙ୍କ ନାଳରେ ବୁଡି ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ , ମଙ୍ଗଳବାର ପୂର୍ବାହ୍ନ ରେ କଲଦା ନାଳରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ଗଭୀର ପାଣିରେ ବୁଡି ଯାଇଥିଲେ । ତାଙ୍କର ଘଟଣା ସ୍ଥଳରେ ହିଁ

ରାସ୍ତା ନିର୍ମାଣକୁ ନେଇ ଜନ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୧୫ ନଂ ୱାର୍ଡ ଆଳୁସିଂହ ଗ୍ରାମରେ ପୂର୍ତ୍ତବିଭାଗର ରାସ୍ତା ନିର୍ମାଣକୁ ବିରୋଧ କରି ଶତାଧିକ ମହିଳା ଓ ଗ୍ରାମବାସୀ ମାନେ ବିରୋଧ କରିବା ସହିତ ରାସ୍ତାଟି ଗ୍ରାମଦେବୀଙ୍କ ନିକଟ ପାର୍ଶ୍ୱ ଦେଇ ସଙ୍କୋଳ ରାସ୍ତାରେ ସଂଯୋଗ କରିବାକୁ ଗ୍ରାମବାସୀ ମାନେ ଦାବିକରି

ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , ଆଜି ଅପରାହ୍ନ ଦୁଇଟା ସମୟରେ ହିନ୍ଦୋଳ ଏନଏସି ୱାର୍ଡନଂ -୩ ଚମ୍ପତିସାହି ଛକ ନିକଟରେ ଚମ୍ପତି ସାହିର ସରୋଜ ସାମଲ(୩୫)ଙ୍କ ବାଇକ ସହ ହିନ୍ଦୋଳ

ପାରିବାରିକ କଳହ କୁ ନେଇ ଏସିଡ ମାଡ

ଭୁବନ ବ୍ଲକ ବାଳିବୋ ପଞ୍ଚାୟତ ଅନ୍ତର୍ଗତ ଗଡଗହମପୁର୍ ଗ୍ରାମ ର ୱାର୍ଡ ନମ୍ୱର ୬ ଲତାବିଲ ସାହିରେ ପାରିବାରିକ କଳହକୁ ନେଇ ଏସିଡ ମାଡ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ କି , ଗ୍ରାମର ଯୋଗୀ ନାୟକଙ୍କ ସାନପୁଅ ଭାଗିରଥି ନାୟକ (୪୦) ରାତି ପ୍ରାୟ ୧୦ଟା ବେଳେ ଏସିଡ ମାଡ ହୋଇଥିବା ଜଣାପଡିଛି

ନାତି ବେକରେ ଛୁରି ଲଗାଇ ଲୁଟ

ଭୁବନ ଥାନା ବାଲିବୋ ପଞ୍ଚାୟତ ଗରୁଡ଼ବନ୍ଧି ଗ୍ରାମ ରେ ଘରେ ପସି ଲୁଟିନେଲେ ସାଠିଏ ହଜାର ଟଙ୍କା ଓ ଚାରି ଭରି ସୁନା । ଏପରି ଘଟଣା ଘଟିଛି ଗରୁଡବନ୍ଦୀ ରାଉତ ସାହିରେ । ଶୁକ୍ରବାର ରାତ୍ରୀ ଗୋଟାଏ ସମୟରେ ତିନି ଜଣ ଲୁଟେରା ମୁହଁରେ ଗାମୁଛା ଘୋଡାଇ ଗ୍ରାମର ବିଜୟ ରାଉତ ଘରେ ପସିଥିଲେ ।

ଅଧ୍ୟାପକଙ୍କ ବଦଳି ବାତିଲ ଦାବିରେ କଲେଜ ଅଧକ୍ଷଙ୍କୁ ଘେରିଲେ ଛାତ୍ରଛାତ୍ରୀ

କାମାକ୍ଷାନଗର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ମଦନ ମୋହନ ବରାଳ ଙ୍କର ୮ ମାସ ଚାକିରୀ ରହିଛି l କିନ୍ତୁ ସରକାର ଏହାକୁ ନଜର ନକରି ଶ୍ରୀ ବରାଳ ଙ୍କୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଦଳି କରିଥିଲେ l ଏହି ବଦଳି କୁ ବିରୋଧ କରି ଅଧ୍ୟାପକ ଶ୍ରୀ ବରାଳ ଉଚ୍ଚ ନ୍ୟାୟାଳୟ ରେ ଦ୍ୱାରସ୍ଥ

ତପୋବନ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ତପୋବନ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ନଭେମ୍ବର ୨୨ତାରିଖରେ ଶ୍ରୀ ମହିମା ଗୋସାଇଁଙ୍କ ତପୋବନ ମେଳା ଅନୁଷ୍ଠିତ ହେବ l ଏହି ସ୍ଥାନରୁ ହିଁ

ରାଜପଥ ଉପରେ ହାତୀପଲ

କାମାକ୍ଷାନଗର ୧୪୯ ନଂ ଜାତୀୟ ରାଜପଥ ଉପରେ ୪୬ ଟିକିଆ ହାତୀପଲ ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତାରେ ଜାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ରାସ୍ତା ପାର ହୋଇ ହାତୀପଲ ଏବେ ମହାବିରୋଡ଼ ରେଞ୍ଜ ପରମହଂସପୁର ଗ୍ରାମନିକଟରେ ଥିବାର ସୂଚନା ମିଳିଛି । ହାତୀପଲ ଉପରେ ବନବିଭାଗ
error: Content is protected !!