News
lipub
samparksetu
Browsing Tag

#dhenkanal #dhenkanalupdate

ଦାଦନ ଖଟିବାକୁ ଯାଇ ଶ୍ରମିକ ଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଂଚାୟତ କର୍ଣ୍ଣପୁର ଗ୍ରାମର ଜନୈକ ଯୁବକ ଦାଦନ ଖଟିବାକୁ ଯାଇ ମାସ ପରେ ଘରକୁ ଆସିବାର ଥିବାବେଳେ ହଠାତ ତାଙ୍କର ମୃତୁ ଖବର ଶୁଣି ଗ୍ରାମରେ ଶୋକର ଛାୟା ଖେଳିଯାଇଛି l ଘଟଣା ରୁ ପ୍ରକାଶ ଯେ, କନ୍ତାମିଲା ପଂଚାୟତ ଖଜୁରିଆମୁଣ୍ଡାଗ୍ରାମର

ଜିଲ୍ଲା ପ୍ରଶାସନ ପକ୍ଷରୁ ପିଆଜ ଦର ନିର୍ଦ୍ଧାରିତ

ଅସାଧୁ ଉପାୟରେ ପିଆଜ ମହଜୁଦ ରଖି କଳାବଜାରି କରୁଥିବାର ଅଭିଯୋଗ ଆସିଲା ପରେ ଜିଲ୍ଲା ବେସାମାରିକ ଯୋଗାଣ ବିଭାଗ ତରଫରୁ ପିଆଜ ଗୋଦାମ ମାନଙ୍କରେ ଚଡାଉ କରି ତନଖି କରାଯାଇଛି । ଏହାସହିତ ଉପଖଣ୍ଡ ସ୍ତରରେ ମଧ୍ୟ ଉପଜିଲ୍ଲାପାଳ, ବେସାମାରିକ ଯୋଗାଣ କର୍ମଚାରୀ ଓ ଫୁଡ ଇନସପେକ୍ଟର ମିଳିତ ଭାବେ

ଆପ୍ ର ଜିଲ୍ଲା ସମୀକ୍ଷା ବୈଠକରେ ଯୋଗଦେଲେ ରାଜ୍ୟ ପ୍ରଭାରୀ

ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସଭା ଗୃହରେ ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ ବିଧାୟକ ଶ୍ରୀ ବୀରେନ୍ଦ୍ର ସିଂ କାଦିଆନ ଏବଂ ରାଜ୍ୟ ସଭାପତି ଶ୍ରୀ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଭେଣ୍ଡର ପାର୍ଟନରଙ୍କ ସୁରକ୍ଷା ପାଇଁ “ସୁମିଳନ’ କାର୍ଯ୍ୟକ୍ରମ ଆୟୋଜିତ

ଭେଣ୍ଡର ପାର୍ଟନରମାନଙ୍କ ସହଭାଗିତାରେ ସୁରକ୍ଷାକୁ ସୁଦୃଢ଼ କରିବାର ମହତ୍ୱ ଉଦ୍ଦେଶ୍ୟ ରଖି ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌)ର ଷ୍ଟିଲ୍ ଆଣ୍ଡ୍ ରୋଲିଂ ଡିଭିଜନ (ଏସ୍‌ଏମ୍‌) ପକ୍ଷରୁ ୨୦୨୩ ଅକ୍ଟୋବର ୨୬ରେ “ସୁମିଳନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏସ୍‌ଏମ୍ ଡିଭିଜନ ଅଧୀନରେ

ହାତୀ ଆକ୍ରମଣ ଜନିତ ମୃତ୍ୟୁ କ୍ଷତିପୂରଣ ଟଙ୍କା ହଡ଼ପ ପାଇଁ ଚକ୍ରାନ୍ତ!

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦେଖିବାକୁ ମିଳିଛି ଅଭାବନୀୟ ଅମାନବୀୟ ଘଟଣା, ସ୍ୱାମୀର ହାତୀ ଆକ୍ରମଣରେ ମୃତ୍ୟୁପରେ କ୍ଷତିପୂରଣ ଟଙ୍କା ହଡପ ପାଇଁ ହୋଇଛି ମହାଚକ୍ରାନ୍ତ । ଖବରରୁ ପ୍ରକାଶ ଯେ , ଗତ ସେପ୍ଟେମ୍ବର ୮ ତାରିଖରେ ହିନ୍ଦୋଳ-ବ୍ଲକ ଗଲାପଡା ପଂଚାୟତ କୋଠାଳୁ ଗ୍ରାମର ରଣଜିତ

ଗାଡ଼ିଆରେ ପଡ଼ି ଶିଶୁ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଗୁଳେହି ପଞ୍ଚାୟତ ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଥିବା ଏକ ଗାଡ଼ିଆରେ ପଡ଼ି ଜଣେ ସାଢ଼େ ଚାରିବର୍ଷ ଶିଶୁର ମୃତ୍ୟୁ ଘଟିଛି । ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ , କଲଣ୍ଡା ଗାଁର ମହେଶ୍ବର ପ୍ରଧାନଙ୍କ ପୁଅ

ବିପଦପୂର୍ଣ୍ଣ ଶୁଖିଲା ଗଛ କାଟିବାକୁ ଦାବି

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ପୀଠ କପିଳାସ ଠାରୁ ସାଇଆଶ୍ରମ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଦୁଇଟି ରାସ୍ତା କଡରେ ବିରାଟ ଲମ୍ବା ଶୁଖିଲା ଥୁଣ୍ଟା ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଗଛଟି ବହୁତ ଦିନ ହେଲା ମରି ଯାଇଥିବା ବେଳେ ବର୍ଷା ପାଣି ଖାଇ ଦୁର୍ବଳ ହେବାରେ ଲାଗିଛି । ଏହି ଶୁଖିଲା ଗଛ

କଳାଙ୍ଗ ଦୁର୍ଗାପୂଜା ପ୍ରତିଷ୍ଠାନ ର ସୁବର୍ଣ୍ଣ ଜୟନ୍ତୀ ପାଳିତ

ମହାମାୟୀ ଦୁର୍ଗାପୂଜା ପ୍ରତିଷ୍ଠାନ,କଳାଙ୍ଗ ଆନୁକୂଲ୍ୟରେ ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷ୍ୟେ ସୁବର୍ଣ୍ଣ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ସଭାପତି ଅଧିର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ତଥା

ଦଶହରାରେ ଅଘଟଣ, ଦୁର୍ଘଟଣାରେ ଚାଲିଗଲା ଯୁବକ ଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ପୁରୁଣା କଟକ ସମ୍ବଲପୁର ରାସ୍ତା ଶୁକିଆବାଉତୀ ପେଟ୍ରୋଲ ଟାଙ୍କି ନିକଟରେ ଏକ ଗଛରେ ବାଇକ ପିଟିହୋଇ ଯିବା ଫଳରେ ଜଣେ ଯୁବକ ଗୁରୁତ୍ତର ଆହାତ ହୋଇଥିଲେ । ରାସୋଳ ଥାନା ଏବଂ ରାସୋଳ ଅଗ୍ନିଶମ ବାହିନୀ ଏକ କିଲୋମିଟର ଦୂରରେ ଅବସ୍ଥିତ ଥିଲେ ମଧ୍ୟ ଘଟଣା ସ୍ଥଳରେ

ଭୁବନ ବଳଦ ଯାତ୍ରା

ପଶୁ ମାନବ ମଧ୍ୟରେ ଏକ ନିଆରା ପରମ୍ଫରା ସୃଷ୍ଟି କରି ଐତିହକୁ ମନେ ପକାଇବା ନିମନ୍ତେ ଭୁବନରେ ଆରମ୍ଭ ହୋଇଛି ବଳଦ ଯାତ୍ରା । ମା' ବାଣିଜାରୀ ପୀଠରେ ଯାତ୍ରା ଉଦ୍ୟୋକ୍ତା ଥୋରିଆ ସମାଜ ପୂଜାର୍ଚନା ପରେ ଅନୁକୂଳ ଯାତ୍ରା ଆରମ୍ଭ ହୋଇଥିଲା । ଚଣ୍ଡୀ ପୀଠ, ଦଶରା ପଡିଆ, ଲୁଣ ମାପ, ପାଞ୍ଜି ପାଠ,
error: Content is protected !!