News
lipub
samparksetu
Browsing Tag

#dhenkanal #dhenkanalupdate

ମାଲିକଙ୍କୁ ଘରେ ତାଲା ପକାଇ ନେଇଗଲେ ବାଇକ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ସିମିନଈ ଗ୍ରାମରେ ଗୁରୁବାର ରାତିରେ ଦୁର୍ବୃତ୍ତ ମାନେ ଘର ମାଲିକଙ୍କୁ ତାଲା ପକାଇ ଏକ ମୋଟର ସାଇକେଲ ଚୋରି କରି ନେଇଥିବାର ଜଣାପଡିଛି । ସିମିନଈ କଲେଜ ନିକଟରେ ଥିବା ରସାନନ୍ଦ ରାଉତଙ୍କ ଘରୁ ଗୁରୁବାର ରାତିରେ ଏକ ଗ୍ଲାମର ମୋଟର

ଭୁଜାଲି ରେ ଆକ୍ରମଣ କରି ଲୁଟ

ସହରର କୋରିହାଁ ବାଇପାସ ଛକରେ ଆଜି ୨ ମୁଖା ପିନ୍ଧା ଯୁବକ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରି ବ୍ୟାଗ୍ ଲୁଟି ନେଇଛନ୍ତି । ଦୋଳମଣ୍ଡପ ସାହିର ରନ୍ତାକର ପାଢୀ ଲୁଟର ଶିକାର ହୋଇଛନ୍ତି । ସୂଚନା ଅନୁଯାୟୀ, ରନ୍ତାକର ମୋଟଙ୍ଗା ଥାନା ଅଞ୍ଚଳର ଏକ କମ୍ପାନୀରେ

କେନାଲ ରୁ ଉଦ୍ଧାର ହେଲା ବୃଦ୍ଧ ଦମ୍ପତି ଙ୍କ ମୃତଦେହ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟୀ ନିକଟରେ ଥିବା କେନାଲରେ ବୃଦ୍ଧ ଦମ୍ପତି ବୁଡ଼ି ମୃତ । ମୃତକ ହେଲେ ପଞ୍ଚୁବଟୀ ଗାଁର ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ଦୁଃଶାସନ ସାହୁ ଓ ପତ୍ନୀ ପଦ୍ମାବତୀ ସାହୁ । ଗତକାଲି ସକାଳୁ ମୃତ ଦମ୍ପତି ଘରୁ ନିଖୋଜ ଥିଲେ ।ଗତକାଲି ରାତିରେ

ପାନୀୟଜଳ ଯୋଗାଣ ଦାବି

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ମରାଙ୍ଗପାଳ ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଣ ପାଇଁ ଉତ୍କଳ ସମାଜ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉତ୍କଳ ସମାଜ ତରଫରୁ ସହର ସ୍ଥିତ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ର ବାହାରି

ପଲ୍ଲିଶ୍ରୀ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଚଳିତ ବର୍ଷ ୨୦୦ ଟି ଷ୍ଟଲର କରାଯାଇଛି ବ୍ୟବସ୍ଥା

ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦବଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ପ୍ରସିଦ୍ଧ ମା ଗଜ ଲଷ୍ମୀଙ୍କ ପୂଜା ଅବସରରେ ପଲ୍ଲିଶ୍ରୀ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ଚଳିତ ବର୍ଷ ପଲ୍ଲିଶ୍ରୀ ମେଳା ଅକ୍ଟବର ୨୯

ସିଫା ପକ୍ଷରୁ ଦିନିକିଆ ବୈଜ୍ଞାନିକ ଏବଂ ମତ୍ସ୍ୟଚାଷୀ ଙ୍କ ଆଲୋଚନା ଚକ୍ର

କେନ୍ଦ୍ରୀୟ ଜଳଜୀବ ପାଳନ ସଂସ୍ଥା ( ସିଫା ) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାମଦେବକୋଟ , ଚାଉଳିଆ ଗ୍ରାମରେ ବୈଜ୍ଞାନିକ ଏବଂ ମତ୍ସ୍ୟଚାଷୀ ଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଫା ପକ୍ଷରୁ ଡ଼ଃ ଆଶିଷ

ଭୁଶୁଡ଼ିଲା ନିର୍ମାଣଧୀନ ହାଇସ୍କୁଲ ଛାତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚିରୁଳେଇ ଗ୍ରାମର ସୁଦର୍ଶନ ବିଦ୍ୟାଭବନରେ ରାଜ୍ୟ ସରକାରଙ୍କର ହାଇସ୍କୁଲ ରୂପାନ୍ତରଣ ପାଇଁ ଉନ୍ନତିକରଣ କାର୍ଯ୍ୟ ଚାଲୁଥିବା ବେଳେ ଉକ୍ତ ସ୍କୁଲ ଘର କାନ୍ଥ ଓ ଛାତ ଭୁଶୁଡ଼ି ପଡିଛି । ନିର୍ମାଣ କାମ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ପୁରୁଣା କାନ୍ଥ ଉପରେ ଛାତ

ମଙ୍ଗଳପୁର ଗ୍ରାମରେ ହାତୀ ଆକ୍ରମଣରେ ଚାଷି ମୃତ

ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ସକାଳେ ଓଡ଼ାପଡ଼ା ବ୍ଳକ କଣ୍ଟାବଣିଆ ଥାନା ମଙ୍ଗଳପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗ୍ରାମ ନିକଟରେ ଗତ କିଛିଦିନ ହେବ ହାତୀପଲ

କୂଅରେ ପଡ଼ି ମହିଳା ମୃତ, ପରିବାର ଆଣିଲା ହତ୍ୟା ଅଭିଯୋଗ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଜଣେ ବଧୂଙ୍କ ମୃତ୍ୟୁ ଘଟିଛି ,ତେବେ ତାଙ୍କର ମୃତ୍ୟୁ ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଅସରଡ଼ା ଗ୍ରାମପଞ୍ଚାୟତ ଅସରଡ଼ା ଗ୍ରାମ ର ଦିପୁ ସାହୁ ଙ୍କ ସ୍ତ୍ରୀ ସ୍ଵାଗତିକା

କ୍ଷତିପୂରଣ ଦାବିରେ ରାସ୍ତାରୋକ

କଣ୍ଟାବଣିଆ ଥାନା ଅନ୍ତର୍ଗତ କଣ୍ଟାବଣିଆ ବଜାରରେ ଗତ ବୁଧବାର ଦିନ ଏକ ଟ୍ରକ ଧକ୍କାରେ ଗୁରୁତର ହୋଇଥିବା ଯୁବକ ଙ୍କ ଆଜି ମୃତ୍ୟୁ ଘଟିଛି । ମୃତ ଯୁବକ ହେଉଛନ୍ତି ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମର ଅଖିଳ ନାଏକ (୨୨) । ସେ ବୁଧବାର ଦିନ ସାନଭାଇର ଚୁଟି କାଟିବା ପାଇଁ ଭାଇଙ୍କୁ
error: Content is protected !!