News
lipub
samparksetu
Browsing Tag

#dhenkanal #dhenkanalupdate

ବଳଦ ଯାତ୍ରା ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ବୈଠକ

ମଣିଷ ପଶୁ ମଧ୍ୟରେ ଏକ ନିଆରା ପରମ୍ଫରା ସୃଷ୍ଟି କରି ଐତିହକୁ ନୂତନ ଦିଗଦର୍ଶନ ଦେଖାଏ ଭୁବନ ପ୍ରସିଦ୍ଧ ବଳଦ ଯାତ୍ରା । ତେବେ ଏନେଇ ଏନଏସି ସଦଭାବନା ହଲ ରେ ଢେଙ୍କାନାଳ ଏସ. ପି ଜ୍ଞାନରଞ୍ଜନ ମହାପାତ୍ର ଉପସ୍ଥିତ ରହି ବଳଦ କମିଟି ସଦସ୍ୟ , ନଗର ପ୍ରଶାସନ, ଶାନ୍ତି କମିଟି ସଦସ୍ୟ, ଦୁର୍ଗା ପୂଜା

ଭୋଜି ସାରି ଫେରୁଥିବା ବେଳେ ଦୁର୍ଘଟଣା , ୨ଗୁରୁତର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ସାପୁଆ ଡ୍ୟାମକୁ ଭୋଜି କରିବାକୁ ଆସି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ , ସାପୁଆ ଡ୍ୟାମକୁ ହିନ୍ଦୋଳ ଉପଖଣ୍ଡ ଜରପଡ଼ା ଗ୍ରାମର ଅମରେନ୍ଦ୍ର ପ୍ରଧାନ

ମାଲିକଙ୍କୁ ଘରେ ତାଲା ପକାଇ ନେଇଗଲେ ବାଇକ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ସିମିନଈ ଗ୍ରାମରେ ଗୁରୁବାର ରାତିରେ ଦୁର୍ବୃତ୍ତ ମାନେ ଘର ମାଲିକଙ୍କୁ ତାଲା ପକାଇ ଏକ ମୋଟର ସାଇକେଲ ଚୋରି କରି ନେଇଥିବାର ଜଣାପଡିଛି । ସିମିନଈ କଲେଜ ନିକଟରେ ଥିବା ରସାନନ୍ଦ ରାଉତଙ୍କ ଘରୁ ଗୁରୁବାର ରାତିରେ ଏକ ଗ୍ଲାମର ମୋଟର

ଭୁଜାଲି ରେ ଆକ୍ରମଣ କରି ଲୁଟ

ସହରର କୋରିହାଁ ବାଇପାସ ଛକରେ ଆଜି ୨ ମୁଖା ପିନ୍ଧା ଯୁବକ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରି ବ୍ୟାଗ୍ ଲୁଟି ନେଇଛନ୍ତି । ଦୋଳମଣ୍ଡପ ସାହିର ରନ୍ତାକର ପାଢୀ ଲୁଟର ଶିକାର ହୋଇଛନ୍ତି । ସୂଚନା ଅନୁଯାୟୀ, ରନ୍ତାକର ମୋଟଙ୍ଗା ଥାନା ଅଞ୍ଚଳର ଏକ କମ୍ପାନୀରେ

କେନାଲ ରୁ ଉଦ୍ଧାର ହେଲା ବୃଦ୍ଧ ଦମ୍ପତି ଙ୍କ ମୃତଦେହ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟୀ ନିକଟରେ ଥିବା କେନାଲରେ ବୃଦ୍ଧ ଦମ୍ପତି ବୁଡ଼ି ମୃତ । ମୃତକ ହେଲେ ପଞ୍ଚୁବଟୀ ଗାଁର ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ଦୁଃଶାସନ ସାହୁ ଓ ପତ୍ନୀ ପଦ୍ମାବତୀ ସାହୁ । ଗତକାଲି ସକାଳୁ ମୃତ ଦମ୍ପତି ଘରୁ ନିଖୋଜ ଥିଲେ ।ଗତକାଲି ରାତିରେ

ପାନୀୟଜଳ ଯୋଗାଣ ଦାବି

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ମରାଙ୍ଗପାଳ ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଣ ପାଇଁ ଉତ୍କଳ ସମାଜ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉତ୍କଳ ସମାଜ ତରଫରୁ ସହର ସ୍ଥିତ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ର ବାହାରି

ପଲ୍ଲିଶ୍ରୀ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଚଳିତ ବର୍ଷ ୨୦୦ ଟି ଷ୍ଟଲର କରାଯାଇଛି ବ୍ୟବସ୍ଥା

ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦବଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ପ୍ରସିଦ୍ଧ ମା ଗଜ ଲଷ୍ମୀଙ୍କ ପୂଜା ଅବସରରେ ପଲ୍ଲିଶ୍ରୀ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ଚଳିତ ବର୍ଷ ପଲ୍ଲିଶ୍ରୀ ମେଳା ଅକ୍ଟବର ୨୯

ସିଫା ପକ୍ଷରୁ ଦିନିକିଆ ବୈଜ୍ଞାନିକ ଏବଂ ମତ୍ସ୍ୟଚାଷୀ ଙ୍କ ଆଲୋଚନା ଚକ୍ର

କେନ୍ଦ୍ରୀୟ ଜଳଜୀବ ପାଳନ ସଂସ୍ଥା ( ସିଫା ) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାମଦେବକୋଟ , ଚାଉଳିଆ ଗ୍ରାମରେ ବୈଜ୍ଞାନିକ ଏବଂ ମତ୍ସ୍ୟଚାଷୀ ଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଫା ପକ୍ଷରୁ ଡ଼ଃ ଆଶିଷ

ଭୁଶୁଡ଼ିଲା ନିର୍ମାଣଧୀନ ହାଇସ୍କୁଲ ଛାତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚିରୁଳେଇ ଗ୍ରାମର ସୁଦର୍ଶନ ବିଦ୍ୟାଭବନରେ ରାଜ୍ୟ ସରକାରଙ୍କର ହାଇସ୍କୁଲ ରୂପାନ୍ତରଣ ପାଇଁ ଉନ୍ନତିକରଣ କାର୍ଯ୍ୟ ଚାଲୁଥିବା ବେଳେ ଉକ୍ତ ସ୍କୁଲ ଘର କାନ୍ଥ ଓ ଛାତ ଭୁଶୁଡ଼ି ପଡିଛି । ନିର୍ମାଣ କାମ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ପୁରୁଣା କାନ୍ଥ ଉପରେ ଛାତ

ମଙ୍ଗଳପୁର ଗ୍ରାମରେ ହାତୀ ଆକ୍ରମଣରେ ଚାଷି ମୃତ

ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ସକାଳେ ଓଡ଼ାପଡ଼ା ବ୍ଳକ କଣ୍ଟାବଣିଆ ଥାନା ମଙ୍ଗଳପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗ୍ରାମ ନିକଟରେ ଗତ କିଛିଦିନ ହେବ ହାତୀପଲ
error: Content is protected !!