ହାତୀ ଆକ୍ରମଣରେ ଯୁବକ ମୃତ
ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବେଣୀପଥର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକର ଜୀବନ ଚାଲିଯାଇଛି । ବେଣୀପଥର ଗ୍ରାମର ବିଚିତ୍ରାନନ୍ଦ ବେହେରା(୩୪) କୌଣସି କାର୍ଯ୍ୟରେ ଯାଉଥିବା ବେଳେ ହାତୀ ସମ୍ମୁଖରେ ପଡ଼ିଯାଇଥିଲେ ।ହାତୀଙ୍କ!-->…